ରାଜଧାନୀରେ ପୁଣି ବୁଲିଲା ଖଣ୍ଡାରେ, ମାରଣାସ୍ତ୍ର, ବାଇକ୍ରେ ଆସି ଆତଙ୍କ ଖେଳାଇଲେ ଦୁର୍ବୃତ୍ତ
ଭୁବନେଶ୍ୱର : ରାଜଧାନୀରେ ପୁଣି ବୁଲିଲା ଖଣ୍ଡା । ପାଣ୍ଡରା ତ୍ରିନାଥ ବଜାର ଅଞ୍ଚଳରେ ଥିବା ମା’ ତାରିଣୀ ଷ୍ଟିଲ ଦୋକାନ ଆଗରେ ବୁଲିଲା ଖଣ୍ଡା । କେହି ଦୁର୍ବୃତ୍ତ ବାଇକ୍ ରେ ଆସି ବାହାରେ ଥିବା ଏକ କାରକୁ ଖଣ୍ଡାରେ ଆକ୍ରମଣ କରିଥିଲେ । କାର୍ ଟି କ୍ଷତିଗ୍ରସ୍ତ ହୋଇଛି । ଖଣ୍ଡା ଆକ୍ରମଣର ସିସିଟିଭି ଫୁଟେଜ ସାମ୍ନାକୁ ଆସିଛି । ସିକ୍ୟୁରିଟି ଗାର୍ଡ ଦୋକାନ ଭିତରେ ଶୋଇଥିବା ବେଳେ କାର୍ ଉପରେ ଆକ୍ରମଣ କରିଥିଲା […] The post ରାଜଧାନୀରେ ପୁଣି ବୁଲିଲା ଖଣ୍ଡାରେ, ମାରଣାସ୍ତ୍ର, ବାଇକ୍ରେ ଆସି ଆତଙ୍କ ଖେଳାଇଲେ ଦୁର୍ବୃତ୍ତ appeared first on KNews Odisha.

ଭୁବନେଶ୍ୱର : ରାଜଧାନୀରେ ପୁଣି ବୁଲିଲା ଖଣ୍ଡା । ପାଣ୍ଡରା ତ୍ରିନାଥ ବଜାର ଅଞ୍ଚଳରେ ଥିବା ମା’ ତାରିଣୀ ଷ୍ଟିଲ ଦୋକାନ ଆଗରେ ବୁଲିଲା ଖଣ୍ଡା । କେହି ଦୁର୍ବୃତ୍ତ ବାଇକ୍ ରେ ଆସି ବାହାରେ ଥିବା ଏକ କାରକୁ ଖଣ୍ଡାରେ ଆକ୍ରମଣ କରିଥିଲେ । କାର୍ ଟି କ୍ଷତିଗ୍ରସ୍ତ ହୋଇଛି । ଖଣ୍ଡା ଆକ୍ରମଣର ସିସିଟିଭି ଫୁଟେଜ ସାମ୍ନାକୁ ଆସିଛି । ସିକ୍ୟୁରିଟି ଗାର୍ଡ ଦୋକାନ ଭିତରେ ଶୋଇଥିବା ବେଳେ କାର୍ ଉପରେ ଆକ୍ରମଣ କରିଥିଲା ଦୁର୍ବୃତ୍ତ । ତେବେ ଶବ୍ଦ ଶୁଣି ସିକ୍ୟୁରିଟି ଗାର୍ଡ ଉଠିଲାବେଳକୁ ଆକ୍ରମଣକାରୀ ପଳାଇ ଯାଇଥିଲେ ।
ଆହୁରି ପଢ଼ନ୍ତୁ : ଭାରସାମ୍ୟ ହରାଇ ଘାଟିକୁ ଓଲଟିଲା କୋଲ୍ଡ ଡ୍ରିଙ୍କ୍ସ ବୋଝେଇ ଟ୍ରକ, ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର
The post ରାଜଧାନୀରେ ପୁଣି ବୁଲିଲା ଖଣ୍ଡାରେ, ମାରଣାସ୍ତ୍ର, ବାଇକ୍ରେ ଆସି ଆତଙ୍କ ଖେଳାଇଲେ ଦୁର୍ବୃତ୍ତ appeared first on KNews Odisha.