ଆଠଗଡ଼ରେ ଗୋଠଛଡ଼ା ଦନ୍ତାର ଉତ୍ପାତ, ଭୟଭୀତ ଗ୍ରାମବାସୀ

ଆଠଗଡ଼ ୨୯।୧୦: ଆଠଗଡ଼ ବନଖଣ୍ଡ ବଡ଼ମ୍ବା ରେଞ୍ଜ ଅଞ୍ଚଳରେ ଗୋଠଛଡ଼ା ଦନ୍ତା ହାତୀର ଉତ୍ପାତ । ଚନ୍ଦକା ପଟୁ ନଦୀ ପାର ହୋଇ ବଡ଼ମ୍ବା ରେଞ୍ଜର ଗାଁ ପାଖ ଧାନ କ୍ଷେତରେ ଫସଲ ନଷ୍ଟ କରୁଥିବା ଦେଖି ଘଉଡ଼ାଉଛନ୍ତି ସ୍ଥାନୀୟ ଲୋକ । ଗୋଠଛଡ଼ା ହାତୀ ସ୍ଥାନୀୟ ଜନବସତି ଅଞ୍ଚଳରେ ରହିଥିବାରୁ ଭୟଭୀତ ଅବସ୍ଥାରେ ଗ୍ରାମବାସୀ । ସେପଟେ ହାତୀର ଗତିପଥ ଉପରେ ନଜର ରଖିଛନ୍ତି ବନ ବିଭାଗ କର୍ମଚାରୀ ।You Can Read:ଲିଙ୍ଗରାଜଙ୍କ ମନ୍ଦିରରେ ଶିଳ୍ପା ସେଟ୍ଟୀ ଫଟୋ ଉଠାଇବା ପ୍ରସଙ୍ଗ : ସମ୍ପୃକ୍ତ ସେବାୟତଙ୍କୁ ପଠାଯିବ କାରଣ ଦର୍ଶଆ ନୋଟିସ୍

ଆଠଗଡ଼ରେ ଗୋଠଛଡ଼ା ଦନ୍ତାର ଉତ୍ପାତ, ଭୟଭୀତ ଗ୍ରାମବାସୀ

ଆଠଗଡ଼ ୨୯।୧୦: ଆଠଗଡ଼ ବନଖଣ୍ଡ ବଡ଼ମ୍ବା ରେଞ୍ଜ ଅଞ୍ଚଳରେ ଗୋଠଛଡ଼ା ଦନ୍ତା ହାତୀର ଉତ୍ପାତ । ଚନ୍ଦକା ପଟୁ ନଦୀ ପାର ହୋଇ ବଡ଼ମ୍ବା ରେଞ୍ଜର ଗାଁ ପାଖ ଧାନ କ୍ଷେତରେ ଫସଲ ନଷ୍ଟ କରୁଥିବା ଦେଖି ଘଉଡ଼ାଉଛନ୍ତି ସ୍ଥାନୀୟ ଲୋକ । ଗୋଠଛଡ଼ା ହାତୀ ସ୍ଥାନୀୟ ଜନବସତି ଅଞ୍ଚଳରେ ରହିଥିବାରୁ ଭୟଭୀତ ଅବସ୍ଥାରେ ଗ୍ରାମବାସୀ । ସେପଟେ ହାତୀର ଗତିପଥ ଉପରେ ନଜର ରଖିଛନ୍ତି ବନ ବିଭାଗ କର୍ମଚାରୀ ।

You Can Read:

ଲିଙ୍ଗରାଜଙ୍କ ମନ୍ଦିରରେ ଶିଳ୍ପା ସେଟ୍ଟୀ ଫଟୋ ଉଠାଇବା ପ୍ରସଙ୍ଗ : ସମ୍ପୃକ୍ତ ସେବାୟତଙ୍କୁ ପଠାଯିବ କାରଣ ଦର୍ଶଆ ନୋଟିସ୍