ଆତଙ୍କୀଙ୍କ ପାଇଁ କାଳ ଭାରତୀୟ ସେନା
ଆତଙ୍କୀଙ୍କ ପାଇଁ କାଳ ଭାରତୀୟ ସେନା । ଉଜାଡ଼ିଲା ଆତଙ୍କବାଦୀ ପରିବାର । ବୁଡ଼ିଗଲା ବଂଶ, ବିସ୍ଫୋରଣରେ ବନ୍ଦ ହେଲା ରାକ୍ଷସଙ୍କ ନିଃଶ୍ୱାସ । ଭାରତର ନୌସେନା ଏବଂ ବାୟୁସେନାର ମିଳିତ ଅପରେସନରେ ଆତଙ୍କୀଙ୍କ ପତ୍ତା କଟିଛି । ଅପରେସନ ସିନ୍ଦୂରରେ ଭାରତୀୟ ସେନା କଡା ଜବାବ ଦେଇଛି !