ଆତ୍ମସମର୍ପଣ କଲେ ୨ ଦୁର୍ଦ୍ଦାନ୍ତ କ୍ୟାଡ଼ର ମାଓବାଦୀ

ବରଗଡ଼ : ପାଇକମାଳ ଗନ୍ଧମାର୍ଦ୍ଦନ ଜଙ୍ଗଲରେ ସକ୍ରିୟ ଥିବା ୨ ଜଣ ଦୁର୍ଦ୍ଦାନ୍ତ କ୍ୟାଡ଼ର ମାଓବାଦୀଙ୍କ ଆତ୍ମସମର୍ପଣ । ସୁକମା କ୍ୟାଡ଼ର ମାଓବାଦୀ ସଇତୁ ପଡାମ କଲେ ଆତ୍ମସମର୍ପଣ । ବିଜାପୁର କ୍ୟାଡ଼ର ମାଓବାଦୀ ପୂଜା ତାତିଙ୍କ ନାମରେ ଥିଲା ୪ ଲକ୍ଷ ଟଙ୍କା ପୁରସ୍କାର ଘୋଷଣା ହୋଇଥିଲା ।  ଉତ୍ତରାଞ୍ଚଳ ଆଇଜି ହିମାଂଶୁ ଲାଲ ଏବଂ ବରଗଡ ଆରକ୍ଷୀ ଅଧିକ୍ଷକ ପ୍ରହଲ୍ଲାଦ ସାହାଇ ମୀନାଙ୍କ ନିକଟରେ ୨ ଦୁର୍ଦ୍ଦାନ୍ତ କ୍ୟାଡ଼ର ମାଓବାଦୀ ଆତ୍ମସମର୍ପଣ କରିଥିବା ବିଶ୍ବସ୍ତ […] The post ଆତ୍ମସମର୍ପଣ କଲେ ୨ ଦୁର୍ଦ୍ଦାନ୍ତ କ୍ୟାଡ଼ର ମାଓବାଦୀ appeared first on KNews Odisha.

ଆତ୍ମସମର୍ପଣ କଲେ ୨ ଦୁର୍ଦ୍ଦାନ୍ତ କ୍ୟାଡ଼ର ମାଓବାଦୀ
maoist

ବରଗଡ଼ : ପାଇକମାଳ ଗନ୍ଧମାର୍ଦ୍ଦନ ଜଙ୍ଗଲରେ ସକ୍ରିୟ ଥିବା ୨ ଜଣ ଦୁର୍ଦ୍ଦାନ୍ତ କ୍ୟାଡ଼ର ମାଓବାଦୀଙ୍କ ଆତ୍ମସମର୍ପଣ । ସୁକମା କ୍ୟାଡ଼ର ମାଓବାଦୀ ସଇତୁ ପଡାମ କଲେ ଆତ୍ମସମର୍ପଣ । ବିଜାପୁର କ୍ୟାଡ଼ର ମାଓବାଦୀ ପୂଜା ତାତିଙ୍କ ନାମରେ ଥିଲା ୪ ଲକ୍ଷ ଟଙ୍କା ପୁରସ୍କାର ଘୋଷଣା ହୋଇଥିଲା ।  ଉତ୍ତରାଞ୍ଚଳ ଆଇଜି ହିମାଂଶୁ ଲାଲ ଏବଂ ବରଗଡ ଆରକ୍ଷୀ ଅଧିକ୍ଷକ ପ୍ରହଲ୍ଲାଦ ସାହାଇ ମୀନାଙ୍କ ନିକଟରେ ୨ ଦୁର୍ଦ୍ଦାନ୍ତ କ୍ୟାଡ଼ର ମାଓବାଦୀ ଆତ୍ମସମର୍ପଣ କରିଥିବା ବିଶ୍ବସ୍ତ ସୂତ୍ରରୁ ସୂଚନା ରହିଛି । ଅପରାହ୍ନ ୪ ଟା ସମୟରେ ବରଗଡ଼ ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟ ପରିସରରେ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଆଇଜି ହିମାଂଶୁ ଲାଲ ।

 

The post ଆତ୍ମସମର୍ପଣ କଲେ ୨ ଦୁର୍ଦ୍ଦାନ୍ତ କ୍ୟାଡ଼ର ମାଓବାଦୀ appeared first on KNews Odisha.