ଆତ୍ମସମର୍ପଣ କଲେ ୬ ହାର୍ଡକୋର ମାଓବାଦୀ, ମୁଣ୍ଡ ଉପରେ ଥିଲା ୫ ଲକ୍ଷ ଟଙ୍କାର ପୁରସ୍କାର
ମାଲକାନଗିରି ୨୨।୪: ଛତିଶଗଡ ସୁକୁମା ଜିଲ୍ଲାର ୬ ଜଣ ହାର୍ଡକୋର ମାଓବାଦୀ ଆନ୍ଧ୍ରପ୍ରଦେଶ ବିଶାଖାପାଟଣା ଡିଆଇଜିଙ୍କ ନିକଟରେ ଆତ୍ମସମର୍ପଣ କରିଛନ୍ତି । ଆତ୍ମସମର୍ପଣ କରିଥିବା ମାଓବାଦୀ ମାନେ ହେଲେ କିସ୍ତାରାମ ଏରିଆ କମିଟି ସଂପାଦକ ଖୁରାମ ମିଥିଲେସ, କିସ୍ତାରାମ ଏରିଆ କମିଟି ମେମ୍ବର ବାର୍ଷେ ମାସା, ବେଟି ଭିମା, ଭାଞ୍ଜାମ ରାମେ, ମାଡକାମ ସୁଖି ଓ ଦୁଡି ସୋନୀ । ମାଲକାନଗିରି ଛତିଶଗଡ ସୀମାନ୍ତରେ ଏମାନେ ଅନେକ ହିଂସାକାଣ୍ଡ ଘଟାଇଛନ୍ତି । ଏମାନଙ୍କ ମୁଣ୍ଡ ଉପରେ ପୂର୍ବରୁ ଛତିଶଗଡ ସରକାର ୫ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରିଥିଲେ । ହେଲେ ଆତ୍ମସମର୍ପଣ ପରେ ଏମାନଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରାଯିବ ବୋଲି ବିଶାଖାପାଟଣା ପୋଲିସ କହିଛି ।You Can Read :କୂଅରୁ ମିଳିଲା ମହିଳାଙ୍କ ମୃତଦେହ, ସ୍ବାମୀ ହତ୍ୟା କରି ଫିଙ୍ଗି ଦେଇଥିବା ଅଭିଯୋଗ
ମାଲକାନଗିରି ୨୨।୪: ଛତିଶଗଡ ସୁକୁମା ଜିଲ୍ଲାର ୬ ଜଣ ହାର୍ଡକୋର ମାଓବାଦୀ ଆନ୍ଧ୍ରପ୍ରଦେଶ ବିଶାଖାପାଟଣା ଡିଆଇଜିଙ୍କ ନିକଟରେ ଆତ୍ମସମର୍ପଣ କରିଛନ୍ତି । ଆତ୍ମସମର୍ପଣ କରିଥିବା ମାଓବାଦୀ ମାନେ ହେଲେ କିସ୍ତାରାମ ଏରିଆ କମିଟି ସଂପାଦକ ଖୁରାମ ମିଥିଲେସ, କିସ୍ତାରାମ ଏରିଆ କମିଟି ମେମ୍ବର ବାର୍ଷେ ମାସା, ବେଟି ଭିମା, ଭାଞ୍ଜାମ ରାମେ, ମାଡକାମ ସୁଖି ଓ ଦୁଡି ସୋନୀ ।
ମାଲକାନଗିରି ଛତିଶଗଡ ସୀମାନ୍ତରେ ଏମାନେ ଅନେକ ହିଂସାକାଣ୍ଡ ଘଟାଇଛନ୍ତି । ଏମାନଙ୍କ ମୁଣ୍ଡ ଉପରେ ପୂର୍ବରୁ ଛତିଶଗଡ ସରକାର ୫ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରିଥିଲେ । ହେଲେ ଆତ୍ମସମର୍ପଣ ପରେ ଏମାନଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରାଯିବ ବୋଲି ବିଶାଖାପାଟଣା ପୋଲିସ କହିଛି ।
You Can Read :
କୂଅରୁ ମିଳିଲା ମହିଳାଙ୍କ ମୃତଦେହ, ସ୍ବାମୀ ହତ୍ୟା କରି ଫିଙ୍ଗି ଦେଇଥିବା ଅଭିଯୋଗ