ଦାଦାବଟିକୁ ନେଇ ତୁମୁଳକାଣ୍ଡ, ବଟି ନଦେବାରୁ ଉପରକୁ ଢାଳିଦେଲେ ତତଲା ତେଲ

ଢେଙ୍କାନାଳ: ଦାଦାବଟିକୁ ନେଇ ତୁମୁଳକାଣ୍ଡ। ବଟି ନଦେବାରୁ ଉପରକୁ ଢାଳିଦେଲେ ତତଲା ତେଲ । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଢେଙ୍କାନାଳ ରାମେଶ୍ୱରପୁରରେ। ସୂଚନା ଅନୁଯାୟୀ, ସ୍ଥାନୀୟ ଖୁସି ଢ଼ାବାର ମାଲିକ ଲାଲା ଅଶ୍ବିନୀ ସିଂ ଏବଂ ତାଙ୍କ ଭାଇଙ୍କୁ ଦାଦା ବଟି ମାଗିଥିଲେ ଦୁର୍ବୁତ୍ତ। ଆଉ ବଟି ନଦେବାକରୁ ସେମାନେ ତାଙ୍କ ଉପରକୁ ତତଲା ତେଲ ପକାଇଦେଇଥିଲେ। ଫଳରେ ଗୁରୁତର ହୋଇପଡ଼ିଥିଲେ ଅଶ୍ବିନୀ ଏବଂ ତାଙ୍କ ଭାଇ । ତେବେ ଗୁରୁତର ଅବସ୍ଥାରେ ସେମାନଙ୍କୁ କଟକ ବଡ଼ ମେଡିକାଲ ସ୍ଥାନାନ୍ତର କରିବା ସହ ପୋଲିସ ମାମଲାରେ ତଦନ୍ତ ଆରମ୍ଭ କରିଛି। You Can Also Read: ଲଙ୍ଗଳପାକନା ଘାଟିରେ ଓଲଟିଲା ସ୍କୁଲ୍ ବସ୍ : ଜଣେ ମୃତ, ୮ ଗୁରୁତର The post ଦାଦାବଟିକୁ ନେଇ ତୁମୁଳକାଣ୍ଡ, ବଟି ନଦେବାରୁ ଉପରକୁ ଢାଳିଦେଲେ ତତଲା ତେଲ appeared first on Prameya News7.

ଦାଦାବଟିକୁ ନେଇ ତୁମୁଳକାଣ୍ଡ, ବଟି ନଦେବାରୁ ଉପରକୁ ଢାଳିଦେଲେ ତତଲା ତେଲ

ଢେଙ୍କାନାଳ: ଦାଦାବଟିକୁ ନେଇ ତୁମୁଳକାଣ୍ଡ। ବଟି ନଦେବାରୁ ଉପରକୁ ଢାଳିଦେଲେ ତତଲା ତେଲ । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଢେଙ୍କାନାଳ ରାମେଶ୍ୱରପୁରରେ।

ସୂଚନା ଅନୁଯାୟୀ, ସ୍ଥାନୀୟ ଖୁସି ଢ଼ାବାର ମାଲିକ ଲାଲା ଅଶ୍ବିନୀ ସିଂ ଏବଂ ତାଙ୍କ ଭାଇଙ୍କୁ ଦାଦା ବଟି ମାଗିଥିଲେ ଦୁର୍ବୁତ୍ତ। ଆଉ ବଟି ନଦେବାକରୁ ସେମାନେ ତାଙ୍କ ଉପରକୁ ତତଲା ତେଲ ପକାଇଦେଇଥିଲେ। ଫଳରେ ଗୁରୁତର ହୋଇପଡ଼ିଥିଲେ ଅଶ୍ବିନୀ ଏବଂ ତାଙ୍କ ଭାଇ । ତେବେ ଗୁରୁତର ଅବସ୍ଥାରେ ସେମାନଙ୍କୁ କଟକ ବଡ଼ ମେଡିକାଲ ସ୍ଥାନାନ୍ତର କରିବା ସହ ପୋଲିସ ମାମଲାରେ ତଦନ୍ତ ଆରମ୍ଭ କରିଛି।

You Can Also Read: ଲଙ୍ଗଳପାକନା ଘାଟିରେ ଓଲଟିଲା ସ୍କୁଲ୍ ବସ୍ : ଜଣେ ମୃତ, ୮ ଗୁରୁତର

The post ଦାଦାବଟିକୁ ନେଇ ତୁମୁଳକାଣ୍ଡ, ବଟି ନଦେବାରୁ ଉପରକୁ ଢାଳିଦେଲେ ତତଲା ତେଲ appeared first on Prameya News7.