ଆଦିବାସୀ ମୁଲକରେ ଏବେ ବି ଚାଲିଛି ବଦଳ ବେପାର
ମୁଦ୍ରା ପ୍ରଚଳନର ବହୁ ପୂର୍ବରୁ ଲୋକେ ଜିନିଷ ବଦଳରେ ଆଣୁଥିଲେ ଜିନିଷ । ନିଜ ଉତ୍ପାଦ ବଦଳରେ ସେମାନେ ଅନ୍ୟ ଉତ୍ପାଦକଙ୍କ ପାଖରେ ଥିବା ସମାନ ପରିମାଣର ଆବଶ୍ୟକୀୟ ଜିନିଷ ନେଇଆସୁଥିଲେ।