ଆନନ୍ଦପୁର ନିର୍ବାଚନ ମଣ୍ଡଳୀରେ ୩୭ ନମ୍ବର  ଜୋନ ରେ ବିଜୁ ଜନତା ଦଳର ପ୍ରଚାର ଜୋରଦାର।

ଆନନ୍ଦପୁର ନିର୍ବାଚନ ମଣ୍ଡଳୀର ପ୍ରଚାର ଜୋରଦାର ବିଜୁ ଜନତା ଦଳ  ପକ୍ଷରୁ ନୂଆ ମୁହଁ କୁ ସମସ୍ତେ ଚାହୁଁ ଥିବା ବେଳେ ସୁପ୍ରିମୋ ନବୀନ ପଟ୍ଟନାୟକ ବିଜୁ ଜନତା ଦଳର ଲୋକଙ୍କ କଥା ରେ ବିଶ୍ୱାସ ରଖି ନୂଆ ମୁହଁ କୁ ଦଳ ପ୍ରାର୍ଥୀ କରି ବିଜୁ ଜନତା ଦଳ କୁ ଆଶୀର୍ବାଦ ଦେବାକୁ ଆହ୍ବାନ କରିଛନ୍ତି ସମସ୍ତ ସଂଗଠକ ଏକ ହୋଇ ଦଳ ରେ କାମ କରୁଛନ୍ତି। ଏହି ନିର୍ବାଚନୀ ରେ ଦଳ ଅଭିମନ୍ୟୁ ସେଠୀ […] The post ଆନନ୍ଦପୁର ନିର୍ବାଚନ ମଣ୍ଡଳୀରେ ୩୭ ନମ୍ବର  ଜୋନ ରେ ବିଜୁ ଜନତା ଦଳର ପ୍ରଚାର ଜୋରଦାର। appeared first on Odisha.News.

ଆନନ୍ଦପୁର ନିର୍ବାଚନ ମଣ୍ଡଳୀରେ ୩୭ ନମ୍ବର  ଜୋନ ରେ ବିଜୁ ଜନତା ଦଳର ପ୍ରଚାର ଜୋରଦାର।

ଆନନ୍ଦପୁର ନିର୍ବାଚନ ମଣ୍ଡଳୀର ପ୍ରଚାର ଜୋରଦାର ବିଜୁ ଜନତା ଦଳ  ପକ୍ଷରୁ ନୂଆ ମୁହଁ କୁ ସମସ୍ତେ ଚାହୁଁ ଥିବା ବେଳେ ସୁପ୍ରିମୋ ନବୀନ ପଟ୍ଟନାୟକ ବିଜୁ ଜନତା ଦଳର ଲୋକଙ୍କ କଥା ରେ ବିଶ୍ୱାସ ରଖି ନୂଆ ମୁହଁ କୁ ଦଳ ପ୍ରାର୍ଥୀ କରି ବିଜୁ ଜନତା ଦଳ କୁ ଆଶୀର୍ବାଦ ଦେବାକୁ ଆହ୍ବାନ କରିଛନ୍ତି ସମସ୍ତ ସଂଗଠକ ଏକ ହୋଇ ଦଳ ରେ କାମ କରୁଛନ୍ତି। ଏହି ନିର୍ବାଚନୀ ରେ ଦଳ ଅଭିମନ୍ୟୁ ସେଠୀ ଙ୍କୁ ପ୍ରାର୍ଥୀ କରିଥିବା ରୁ ସମସ୍ତ ଙ୍କ ମନରେ ଉତ୍ସାହ ଦେଖିବାକୁ ମିଳିଛି। ଯାହାକୁ ନେଇ ଆଗାମୀ ସାଧାରଣ ନିର୍ବାଚନ କର୍ମୀ ମାନେ ଯୁବ ବର୍ଗ, ମହିଳା ମାନଙ୍କ ସହୋଜୋଗ ରେ ନିର୍ବାଚନୀ ବୈତରଣୀ କୁ ପାର ହେବାକୁ ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି। ଏଥର ଯୁବକ ମାନେ ଅଭିମନ୍ୟୁ ସେଠୀ  ଙ୍କ ପାଇଁ ପ୍ରତି ଦିନ ଗାଁ ଗାଁ କୁ ଯାଇ ଦଳ ର ବିକାଶ ଯୋଜନା କୁ ଲୋକଙ୍କୁ ବେଶ ବୁଝାଉଛନ୍ତି। ମହିଳା ସଶକ୍ତିକରଣ ଦ୍ଵାରା ମାଆ ମାନେ ସ୍ୱାବଲମ୍ବୀ ହୋଇ ପାରିଛନ୍ତି, ନୂଆ ଓ କାର୍ଯ୍ୟକ୍ରମ ଦ୍ବାରା ପିଲା ମାନେ ତାଙ୍କର କଳା କୌଶଳ ପ୍ରଦର୍ଶନ କରି ଆଗକୁ ବଢ଼ିବାରେ ବିଜୁ ଜନତା ଦଳର ସରକାର ସାହାଯ୍ୟ କରୁଛି ବୋଲି ଲୋକଙ୍କୁ ବୁଝାଇ ଭୋଟ ଭିକ୍ଷା କରୁ ଛନ୍ତି। ଆଜିର ମାରାଥନ ପ୍ରଚାର ରେ ୩୭ ନମ୍ବର ଜୋନ ରୁ ଶାଳନିଆ ର ବୀରେନ ବିଶ୍ଵାଳ ଯୋଗେନ୍ଦ୍ର ବେହେରା,ଅମରେନ୍ଦ୍ର ଧଳ ଜିଲ୍ଲା ପରିଷଦ ସଦସ୍ୟ ବିମ୍ବାଧର ବିଶ୍ଵାଳ,ବିଜୁ ଜନତା ଦଳର କର୍ମୀ ରଞ୍ଜନ ପହି,ପତି ଦେଓ,ସୁରେନ୍ଦ୍ର କାଣ୍ଡି ,ଆନନ୍ଦ ଚରଣ ମହାନ୍ତିବରଦା ପ୍ରସନ୍ନ ନାୟକ,ଗଦାଧର ଦାସ,ଯୁଗଳ କିଶୋର ଦାସରମା କାନ୍ତ ନାୟକ,ତାରିଣୀ ସେନାପତି,ଅଭିଜିତ ସେନାପତି, ଅନ୍ତରଜାମି ଖଣ୍ଡେଇ,ଧବଳେଶ୍ଵର ପଟ୍ଟନାୟକ ,ରତ୍ନାକର ବିଶ୍ଵାଳ
ଜଗବନ୍ଧୁ କାଣ୍ଡି ଅରୁଣ ସା ଙ୍କ ଅନେକ ଯୁବ ବିଜୁ ଜନତା ଦଳର କର୍ମୀ ମାନେ ସାମିଲ ହୋଇଥିଲେ। ଏହି ରାଲିକୁ୩୭, ନମ୍ବର ଜିଲ୍ଲା ପରିଷଦ ବିମ୍ବାଧର ବିଶ୍ଵାଳ, ବିଜୁ ଯୁବ ବ୍ଲକ ସଭାପତି ଚିନ୍ମୟ କୁମାର ନାୟକ, ବରିଷ୍ଠ ବିଜେଡି ନେତା ମାର୍କଣ୍ଡ ଚରଣ ଓଝା, ବିଶ୍ଵନାଥ ନାୟକ, ସୁରେନ୍ଦ୍ର ଜେନା, ସୁଧାକର ଓଝା ଦାୟିତ୍ୱ ତୁଲାଇଥିଲେ।(ଫଟୋ)

The post ଆନନ୍ଦପୁର ନିର୍ବାଚନ ମଣ୍ଡଳୀରେ ୩୭ ନମ୍ବର  ଜୋନ ରେ ବିଜୁ ଜନତା ଦଳର ପ୍ରଚାର ଜୋରଦାର। appeared first on Odisha.News.