ଖଲିଆପାଲି ରେ ଛୁଆକର ଲାଗି ଗଛଟେ କାର୍ଯକ୍ରମ
ସମ୍ବଲପୁର (ପଡିଆବାହାଲ):ଆଜି ଖଲିଆପାଲି ପ୍ରାଥମିକ ବିଦ୍ୟାଳୟ ରେ ” ଛୁଆକର ଲାଗି ଗଛଟେ”କାର୍ଯକ୍ରମ ମାଧ୍ୟମରେ ବିଦ୍ୟାଳୟ ପରିସରରେ ବୃକ୍ଷ ରୋପଣ ଅନୁଷ୍ଠିତ ହୋଇଯାଇଛି।ଏହି “ଛୁଆକର ଲାଗି ଗଛଟେ” କାର୍ଯକ୍ରମ ପାଖାପାଖି ଦୁଇ ମାସ ପର୍ଯ୍ୟନ୍ତ ଚାଲିବ , ଏହି କାର୍ଯକ୍ରମ ର ମୁଖ୍ୟ ଉଦ୍ଦେଶ୍ୟ ହେଲା ବର୍ତମାନ ଓ ଭବିଷ୍ୟତ ପାଇଁ ଜନସାଧାରଣ ପାଇଁ ବୃକ୍ଷ ଦ୍ଵାରା ଅମ୍ଳଜାନ ର ବୃଦ୍ଧି ଓ ବୃଷ୍ଟିପାତ ର ନିୟମିତକରଣ ସହିତ ଛୁଆମାନେ ଫଳ ର ସ୍ଵାଦ ମଧ୍ୟ ଅନୁଭବ […] The post ଖଲିଆପାଲି ରେ ଛୁଆକର ଲାଗି ଗଛଟେ କାର୍ଯକ୍ରମ appeared first on Odisha.News.
ସମ୍ବଲପୁର (ପଡିଆବାହାଲ):ଆଜି ଖଲିଆପାଲି ପ୍ରାଥମିକ ବିଦ୍ୟାଳୟ ରେ ” ଛୁଆକର ଲାଗି ଗଛଟେ”କାର୍ଯକ୍ରମ ମାଧ୍ୟମରେ ବିଦ୍ୟାଳୟ ପରିସରରେ ବୃକ୍ଷ ରୋପଣ ଅନୁଷ୍ଠିତ ହୋଇଯାଇଛି।ଏହି “ଛୁଆକର ଲାଗି ଗଛଟେ” କାର୍ଯକ୍ରମ ପାଖାପାଖି ଦୁଇ ମାସ ପର୍ଯ୍ୟନ୍ତ ଚାଲିବ , ଏହି କାର୍ଯକ୍ରମ ର ମୁଖ୍ୟ ଉଦ୍ଦେଶ୍ୟ ହେଲା ବର୍ତମାନ ଓ ଭବିଷ୍ୟତ ପାଇଁ ଜନସାଧାରଣ ପାଇଁ ବୃକ୍ଷ ଦ୍ଵାରା ଅମ୍ଳଜାନ ର ବୃଦ୍ଧି ଓ ବୃଷ୍ଟିପାତ ର ନିୟମିତକରଣ ସହିତ ଛୁଆମାନେ ଫଳ ର ସ୍ଵାଦ ମଧ୍ୟ ଅନୁଭବ କରିପାରିବେ। ଏହି କାର୍ଯକ୍ରମରେ ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ଯଶୋଦା ଦେହୁରୀ,ଶ୍ରୀମତୀ ଅନିତା ସିଂ,ଶ୍ରୀମତୀ ମମତା ମଞ୍ଜରୀ ବର୍ତିଆ ,ଖଲିଆପାଲି ଗ୍ରାମର ସମାଜସେବୀ ଶ୍ରୀ ମୃତ୍ୟୁଞ୍ଜୟ ପାଣିଗ୍ରାହୀ,ଯୁବ ସମାଜସେବୀ ସୌମ୍ୟରଂଜନ ବଡ଼ପଣ୍ଡା,ପ୍ରବୀଣ ସୂପକାର ସମେତ ବିଭିନ୍ନ ଛାତ୍ର ଛାତ୍ରୀ ମଧ୍ୟ ଉପସ୍ଥିତ ଥିଲେ।
The post ଖଲିଆପାଲି ରେ ଛୁଆକର ଲାଗି ଗଛଟେ କାର୍ଯକ୍ରମ appeared first on Odisha.News.