ହଳଦିଆପଦର ରେ ବୁଥ ସ୍ତରୀୟ କର୍ମୀ ସମ୍ମିଳନୀ।

ଗୋପାଳପୁର,୧୧/୦୪ ଗୋପାଳପୁର ନିର୍ବାଚନ ମଣ୍ଡଳୀ ଅଧିନସ୍ଥ ହଳଦିଆପଦର ଗ୍ରାମରେ ବୁଥ୍ ସ୍ତରୀୟ କର୍ମୀ ସମିଳନୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଆୟୋଜିତ କାର୍ଯ୍ୟକ୍ରମରେ ଗୋପାଳପୁର ବିଜେଡି ବିଧାୟକ ପ୍ରାଥୀ ବିକ୍ରମ କୁମାର ପଣ୍ଡା, ଜିଲା ପରିଷଦ ଉପସଭାନେତ୍ରୀ ଏସ ରାଜେଶ୍ୱରୀ ଦୋରା,ବ୍ଲକ ଅଧ୍ୟକ୍ଷ ସିଏଚ ଉଷା ରାଣୀ, ଉପାଧ୍ୟକ୍ଷା ଅନିତା କୁମାର ମାହାଙ୍କଡ଼, ହଳଦିଆପଦର ସରପଞ୍ଚ ଦଣ୍ଡ ପାଣି ବେହେରା, ଜିଲା ପରିଷଦ ସଭ୍ୟ ଦୀପକ କୁମାର ସାମନ୍ତ, ଜିଲା କାର୍ଯ୍ୟକାରି ସଭାପତି ସିଏଚ ଦିଲେଶ୍ୱର ରେଡି […] The post ହଳଦିଆପଦର ରେ ବୁଥ ସ୍ତରୀୟ କର୍ମୀ ସମ୍ମିଳନୀ। appeared first on Odisha.News.

ହଳଦିଆପଦର ରେ ବୁଥ ସ୍ତରୀୟ କର୍ମୀ ସମ୍ମିଳନୀ।

ଗୋପାଳପୁର,୧୧/୦୪
ଗୋପାଳପୁର ନିର୍ବାଚନ ମଣ୍ଡଳୀ ଅଧିନସ୍ଥ ହଳଦିଆପଦର ଗ୍ରାମରେ ବୁଥ୍ ସ୍ତରୀୟ କର୍ମୀ ସମିଳନୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଆୟୋଜିତ କାର୍ଯ୍ୟକ୍ରମରେ ଗୋପାଳପୁର ବିଜେଡି ବିଧାୟକ ପ୍ରାଥୀ ବିକ୍ରମ କୁମାର ପଣ୍ଡା, ଜିଲା ପରିଷଦ ଉପସଭାନେତ୍ରୀ ଏସ ରାଜେଶ୍ୱରୀ ଦୋରା,ବ୍ଲକ ଅଧ୍ୟକ୍ଷ ସିଏଚ ଉଷା ରାଣୀ, ଉପାଧ୍ୟକ୍ଷା ଅନିତା କୁମାର ମାହାଙ୍କଡ଼, ହଳଦିଆପଦର ସରପଞ୍ଚ ଦଣ୍ଡ ପାଣି ବେହେରା, ଜିଲା ପରିଷଦ ସଭ୍ୟ ଦୀପକ କୁମାର ସାମନ୍ତ, ଜିଲା କାର୍ଯ୍ୟକାରି ସଭାପତି ସିଏଚ ଦିଲେଶ୍ୱର ରେଡି ସମିତି ସଭ୍ୟ କେ ପ୍ରବୀଣ କୁମାର ଜିଲା ଉପସଭାପତି ଧର୍ମା ରେଡି ଓ ଅନ୍ୟ ମାନେ ଯୋଗ ଦେଥିଲେ l ବ୍ଲକ ସଭାପତି ଅଜିତ କୁମାର ଦାଶ ସଭା ପରିଚାଳନା କରିଥିଲେ l ବୁଥ୍ ସ୍ତରରେ ନୂତନ ଭାବେ ଗଠନ କରାଯାଇଥିଲା l ପ୍ରତି ବୁଥ୍ରେ କର୍ମୀ ମାନେ ଲୋକ ନିକଟର ହୋଇ ନିର୍ବାଚନ ମଣ୍ଡଳୀରେ ଉନତି ମୂଳକ କାମ ଓ ରାଜ୍ୟ ସରକାରଙ୍କ ଯୋଜନା ସମ୍ପର୍କରେ ପହଞ୍ଚେଇବା ପାଇଁ କୁହାଯାଇଥିଲା l ଏହି ଅବସରରେ ସରପଞ୍ଚ ପ୍ରଶାନ୍ତ ଦାସ, ଅସନ୍ତୁଲୁ ରେଡି,ପ୍ରକାଶ ସେଠି,ଶିବ ପାତ୍ର, ରାଜେଶ ସାହୁ, ସନ୍ତୋଷ ପ୍ରଧାନ, ପ୍ରମୋଦ ସାହୁ, ବିନୋଦ କୁମାର ମାହାଙ୍କୁଡ଼, ଦଣ୍ଡ ପାଣି ସାହୁ, ଡି ଶୋଭା ପାତ୍ର ଶତାଧିକ କର୍ମୀ ଉପସ୍ଥିତ ଥିଲେ

The post ହଳଦିଆପଦର ରେ ବୁଥ ସ୍ତରୀୟ କର୍ମୀ ସମ୍ମିଳନୀ। appeared first on Odisha.News.