ଆନ୍ତର୍ଜାତୀୟ ମହିଳା ଦିବସରେ ସ୍ଵତନ୍ତ୍ର ଗ୍ରାମସଭା
ରାଇକିଆ: କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକ ସୁଗୁଡବାଡି ଗ୍ରାମପଞ୍ଚାୟତ ସଭାଗୃହ ପରିସରରେ ଆନ୍ତର୍ଜାତୀୟ ମହିଳା ଦିବସ ପାଳନ ଅବସରରେ ସ୍ଵତନ୍ତ୍ର ଗ୍ରାମସଭା କରାଯାଇଥିଲା। ଗ୍ରାମସଭାରେ ସରପଞ୍ଚ ସୁରଞ୍ଜନ ପ୍ରଧାନ, ପଞ୍ଚାୟତ ନିର୍ବାହୀ ଅଧିକାରୀ ସୁଶାନ୍ତ କୁମାର ପ୍ରଧାନ, ଏଡିଇଓ ପ୍ରିୟଙ୍କା ସାହୁ, ନାଏବ ସରପଞ୍ଚ ଚିନୁ ପ୍ରଧାନ, ଏମବିକେ ବିଦ୍ୟୁତ ଲତା ମଲ୍ଲିକ ପ୍ରମୁଖ ଯୋଗଦାନ କରିଥିଲେ। ଗ୍ରାମସଭାରେ ପଞ୍ଚାୟତ ଅଞ୍ଚଳରେ ବିଭିନ୍ନ ବିକାଶମୂଳକ କାର୍ଯ୍ୟ ନିମନ୍ତେ ଆଲୋଚନା କରାଯାଇଥିଲା। ପଞ୍ଚାୟତ ଅଞ୍ଚଳର ୨୦୦ରୁ ଅଧିକ ମହିଳା […]

ରାଇକିଆ: କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକ ସୁଗୁଡବାଡି ଗ୍ରାମପଞ୍ଚାୟତ ସଭାଗୃହ ପରିସରରେ ଆନ୍ତର୍ଜାତୀୟ ମହିଳା ଦିବସ ପାଳନ ଅବସରରେ ସ୍ଵତନ୍ତ୍ର ଗ୍ରାମସଭା କରାଯାଇଥିଲା। ଗ୍ରାମସଭାରେ ସରପଞ୍ଚ ସୁରଞ୍ଜନ ପ୍ରଧାନ, ପଞ୍ଚାୟତ ନିର୍ବାହୀ ଅଧିକାରୀ ସୁଶାନ୍ତ କୁମାର ପ୍ରଧାନ, ଏଡିଇଓ ପ୍ରିୟଙ୍କା ସାହୁ, ନାଏବ ସରପଞ୍ଚ ଚିନୁ ପ୍ରଧାନ, ଏମବିକେ ବିଦ୍ୟୁତ ଲତା ମଲ୍ଲିକ ପ୍ରମୁଖ ଯୋଗଦାନ କରିଥିଲେ। ଗ୍ରାମସଭାରେ ପଞ୍ଚାୟତ ଅଞ୍ଚଳରେ ବିଭିନ୍ନ ବିକାଶମୂଳକ କାର୍ଯ୍ୟ ନିମନ୍ତେ ଆଲୋଚନା କରାଯାଇଥିଲା। ପଞ୍ଚାୟତ ଅଞ୍ଚଳର ୨୦୦ରୁ ଅଧିକ ମହିଳା ମାନଙ୍କ ସହ ସମସ୍ତ ଅଙ୍ଗନବାଡି କର୍ମୀ, ସମସ୍ତ ସିଆରପି, ଆଶା କର୍ମୀ ମାଧ୍ୟମ ଫାଉଣ୍ଡେଶନର କର୍ମକର୍ତ୍ତା ମାନେ ଉପସ୍ଥିତ ଥିଲେ।