ଆପଣ ଖାଉଥିବା ମେଡିସିନ୍ ଅସଲି ତ ?

ଆପଣ ଖାଉଥିବା ମେଡିସିନ୍ ଅସଲି ତ ? ନହେଲେ ରୋଗ ଭଲ ହେବା ବଦଳରେ ବଢ଼ି ଯାଇପାରେ। କାହିଁକି ନା ଓଡ଼ିଶାରେ ବି କାୟା ବିସ୍ତାର କରିଛି ନକଲି ମେଡିସିନର ସାମ୍ରାଜ୍ୟ। ଆଗରୁ ଅଭିଯୋଗ ଆସିଥିବା ବେଳେ ଆଜି ବିଧାନସଭାରେ ଏହାକୁ ସ୍ୱୀକାର କରିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ। ଆଖି ତରାଟି ଦେଲା ଭଳି ତଥ୍ୟ ହେଲା, ୩ ବର୍ଷରେ ୧୦୩ଟି ନିମ୍ନମାନର ମେଡିସିନ୍ ଚିହ୍ନଟ ହୋଇଛି।

ଆପଣ ଖାଉଥିବା ମେଡିସିନ୍ ଅସଲି ତ ?
Array