ଆମେ ବି ଗୋଲଡ୍ ମେଡାଲ୍ ଆଣିବୁ.. ସହଯୋଗ କରନ୍ତୁ..
ଆପଣ କଣ ଉଷୁ ଖେଳ ବିଷୟରେ ଜାଣନ୍ତି ? ଉଷୁ ଖେଳକୁ ଆଗାମୀ ଅଲମ୍ପିକ୍ସ ଖେଳରେ ମଧ୍ୟ ସାମିଲ କରାଯାଇଛି.. ଅନ୍ୟ ଖେଳ ଭଳି ଏ ଖେଳ ସିନା ଲୋକଲୋଚନକୁ ସେତେଟା ଆସିନି.. ହେଲେ ଆଖିରେ ଆକାଶ ଛୁଆଁ ସପ୍ନ ଏହି ଖେଳାଳିମାନଙ୍କୁ ଟାଣି ଆଣୁଛି ପଡିଆକୁ.. ଦେଶ ପାଇଁ ଖେଳିବା ସ୍ୱପ୍ନ ନେଇ ରାତି ପାହିଲେ ଚଳାଇଛନ୍ତି ଅଭ୍ୟାସ..
#ଅସହାୟ_ମୟୂରଭଞ୍ଜର_ଉଷୁ_ଟିମ୍