ଡାକଘରେ ସଂଚୟ ବଦଳରେ ଘୋଟାଲା

ଟଙ୍କା ସଞ୍ଚୟ ଲାଗି ଡାକଘର ସବୁଠୁ ସୁରକ୍ଷିତ ବୋଲି ସମସ୍ତେ ଜାଣନ୍ତି। କିନ୍ତୁ ଯଦି ଡାକଘରେ ଟଙ୍କା ରଖି ଲୋକେ ଠକେଇର ଶିକାର ହୁଅନ୍ତି, ତେବେ କହିବା କାହାକୁ ? ସେମିତି ଏକ ଅଭିଯୋଗ ଆସିଛି କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ଅଞ୍ଚଳରୁ।