ଆମେରିକାରେ ପହଲଗାଓଁ ତାତି
ନନ୍ଦିଘୋଷ ବ୍ୟୁରୋ: ଆମେରିକାରେ ପହଲଗାଓଁ ତାତି । ପାକିସ୍ତାନ ସମ୍ମିଳନୀରୁ ନିଜକୁ ଦୂରେଇ ରଖିଲେ ବିଶିଷ୍ଟ ଶିଳ୍ପପତି ଲକ୍ଷ୍ମୀ ନାରାୟଣ... The post ଆମେରିକାରେ ପହଲଗାଓଁ ତାତି appeared first on .
ନନ୍ଦିଘୋଷ ବ୍ୟୁରୋ: ଆମେରିକାରେ ପହଲଗାଓଁ ତାତି । ପାକିସ୍ତାନ ସମ୍ମିଳନୀରୁ ନିଜକୁ ଦୂରେଇ ରଖିଲେ ବିଶିଷ୍ଟ ଶିଳ୍ପପତି ଲକ୍ଷ୍ମୀ ନାରାୟଣ ମିତ୍ତଲ। ଗତ ରବିବାର ଆମେରିକା ହାବାର୍ଡ ବିଶ୍ବବିଦ୍ୟାଳୟରେ ପାକିସ୍ତାନ ସମ୍ମିଳନୀ କାର୍ଯ୍ୟକ୍ରମରେ ଯୋଗ ଦେଲେନି ବିଶିଷ୍ଟ ଶିଳ୍ପପତି ଲକ୍ଷ୍ମୀ ନାରାୟଣ ମିତ୍ତଲ। ପହଲଗାଓଁ ଆତଙ୍କୀ ଆକ୍ରମଣରେ ୨୬ ଜଣଙ୍କ ପ୍ରାଣହାନୀ କରିଛି ମର୍ମାହତ। ଭାରତ ଓ ପାକିସ୍ତାନ ମଧ୍ୟରେ ଲାଗିଥିବା ମୁହାଁମୁହିଁ ସ୍ଥିତି ପାଇଁ ନିଜକୁ ଦୂରେଇ ରଖିଲେ ମିତ୍ତଲ।
The post ଆମେରିକାରେ ପହଲଗାଓଁ ତାତି appeared first on .