ଆମ୍ବ ଗୋଟାଇବାକୁ ଯାଇଥିଲେ, ମାରିଲା ଘଡ଼ଘଡ଼ି: ଚାଲିଗଲା ନାବାଳିକାଙ୍କ ଜୀବନ
ଥୁଆମୂଳ ରାମପୁର,୧୪।୫(ଦୁର୍ଗା କୀର୍ତ୍ତି):କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ଇନ୍ଦ୍ରାବତୀ ଜଳବନ୍ଦୀ ଅଞ୍ଚଳ ପୋଡାପଦର ପଞ୍ଚାୟତର ତଳଟେମରା ଗାଁର ମାଦାନ ମାଝୀଙ୍କ ନାବାଳିକା ଝିଅ ସବିତା (୯) ବଜ୍ରପାତରେ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ପୋଡାପଦର ଗ୍ରାମପଞ୍ଚାୟତର ଯୁବ ସମାଜସେବୀ ପ୍ରେମ ନାଏକ ଏନେଇ ସୂଚନା ଦେଇଛନ୍ତି। ସୂଚନା ମୁତାବକ, ସବିତା ଏବଂ ଗ୍ରାମର ବାରୁ ମାଝୀଙ୍କ ୧୧ବର୍ଷୀୟା ନାବାଳିକା ଝିଅ ଲିଙ୍ଗାଇ ମାଝୀ ସାଙ୍ଗ ହୋଇ ଆମ୍ବ ଗୋଟାଇବାକୁ ଯାଇଥିବା ବେଳେ ବଜ୍ରପାତ ହୋଇଥିଲା। […] The post ଆମ୍ବ ଗୋଟାଇବାକୁ ଯାଇଥିଲେ, ମାରିଲା ଘଡ଼ଘଡ଼ି: ଚାଲିଗଲା ନାବାଳିକାଙ୍କ ଜୀବନ appeared first on Dharitri Odia News.
ଥୁଆମୂଳ ରାମପୁର,୧୪।୫(ଦୁର୍ଗା କୀର୍ତ୍ତି):କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ଇନ୍ଦ୍ରାବତୀ ଜଳବନ୍ଦୀ ଅଞ୍ଚଳ ପୋଡାପଦର ପଞ୍ଚାୟତର ତଳଟେମରା ଗାଁର ମାଦାନ ମାଝୀଙ୍କ ନାବାଳିକା ଝିଅ ସବିତା (୯) ବଜ୍ରପାତରେ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ପୋଡାପଦର ଗ୍ରାମପଞ୍ଚାୟତର ଯୁବ ସମାଜସେବୀ ପ୍ରେମ ନାଏକ ଏନେଇ ସୂଚନା ଦେଇଛନ୍ତି। ସୂଚନା ମୁତାବକ, ସବିତା ଏବଂ ଗ୍ରାମର ବାରୁ ମାଝୀଙ୍କ ୧୧ବର୍ଷୀୟା ନାବାଳିକା ଝିଅ ଲିଙ୍ଗାଇ ମାଝୀ ସାଙ୍ଗ ହୋଇ ଆମ୍ବ ଗୋଟାଇବାକୁ ଯାଇଥିବା ବେଳେ ବଜ୍ରପାତ ହୋଇଥିଲା। ଫଳରେ ଘଟଣାସ୍ଥଳରେ ସବିତାଙ୍କ ମୃତ୍ୟୁ ହୋଇଥିବାବେଳେ ଲିଙ୍ଗାଇ ମାଝୀ ଗୁରୁତର ଆହତ ହୋଇଥିଲେ।
The post ଆମ୍ବ ଗୋଟାଇବାକୁ ଯାଇଥିଲେ, ମାରିଲା ଘଡ଼ଘଡ଼ି: ଚାଲିଗଲା ନାବାଳିକାଙ୍କ ଜୀବନ appeared first on Dharitri Odia News.