ଆରମ୍ଭ ହେବ ରତ୍ନଭଣ୍ଡାର ମରାମତି କାର୍ଯ୍ୟ : ଆଇନ ମନ୍ତ୍ରୀ
ଦିନେ ଦୁଇ ଦିନରେ ଆରମ୍ଭ ହେବ ରତ୍ନ ଭଣ୍ଡାର ମରାମତି କାମ । ଜାନୁଆରୀ ୩୧ ସୁଦ୍ଧା ସରିବ ରତ୍ନ ଭଣ୍ଡାର ମରାମତି, ଗଣତି ମଣତି । ଜିପିଆରଏସ ରିପୋର୍ଟ ଆସିବା ପରେ ଏହି ସୂଚନା ଦେଇଛନ୍ତି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ। ତୁରନ୍ତ ମରାମତି କାର୍ଯ୍ୟ ଆରମ୍ଭ କରିବାକୁ ଏଏସଆଇକୁ ଅନୁମତି ପତ୍ର ଦେଇଛି ଶ୍ରୀମନ୍ଦିର ପ୍ରଶାସନ। ଆଜି ସିଡ୍ୟୁଲ ଦାଖଲ କରିବ ଏଏସଆଇ । ଦିନେ ଦୁଇ ଦିନ ଭିତରେ ଆରମ୍ଭ ହେବ ମରାମତି […] The post ଆରମ୍ଭ ହେବ ରତ୍ନଭଣ୍ଡାର ମରାମତି କାର୍ଯ୍ୟ : ଆଇନ ମନ୍ତ୍ରୀ appeared first on KNews Odisha.

ଦିନେ ଦୁଇ ଦିନରେ ଆରମ୍ଭ ହେବ ରତ୍ନ ଭଣ୍ଡାର ମରାମତି କାମ । ଜାନୁଆରୀ ୩୧ ସୁଦ୍ଧା ସରିବ ରତ୍ନ ଭଣ୍ଡାର ମରାମତି, ଗଣତି ମଣତି । ଜିପିଆରଏସ ରିପୋର୍ଟ ଆସିବା ପରେ ଏହି ସୂଚନା ଦେଇଛନ୍ତି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ। ତୁରନ୍ତ ମରାମତି କାର୍ଯ୍ୟ ଆରମ୍ଭ କରିବାକୁ ଏଏସଆଇକୁ ଅନୁମତି ପତ୍ର ଦେଇଛି ଶ୍ରୀମନ୍ଦିର ପ୍ରଶାସନ। ଆଜି ସିଡ୍ୟୁଲ ଦାଖଲ କରିବ ଏଏସଆଇ ।
ଦିନେ ଦୁଇ ଦିନ ଭିତରେ ଆରମ୍ଭ ହେବ ମରାମତି କାର୍ଯ୍ୟ। ମରାମତି ସରିବା ପରେ ଅସ୍ଥାୟୀ ରତ୍ନଭଣ୍ଡାରରୁ ଅଳଙ୍କାର ଭିତରକୁ ସ୍ଥାନାନ୍ତର ହେବ। ଏହା ପରେ ଗଣତି ମଣତି ହେବ। ଜାନୁଆରୀ ୩୧ ସୁଦ୍ଧା ଗଣତି ମଣତି ସାରିବ ବୋଲି କହିଛନ୍ତି ଆଇନ ମନ୍ତ୍ରୀ
The post ଆରମ୍ଭ ହେବ ରତ୍ନଭଣ୍ଡାର ମରାମତି କାର୍ଯ୍ୟ : ଆଇନ ମନ୍ତ୍ରୀ appeared first on KNews Odisha.