ନାଗ ଗିଳି ଦେଲା କଫ ସିରପ ବୋତଲ, ଆଉ ତାପରେ...
ସାପର ପାଟି ତଳକୁ ବୋତଲଟି ଲାଖିଯାଇଥିଲା। ଅନେକ ସମୟ ଧରି ସାପ ଏକ ପ୍ରକାର ଅସହଜ ହୋଇପଡିଥିଲା।
ନାଗ ଗିଳି ଦେଲା କଫ ସିରପ ବୋତଲ। ଫଳରେ ସାପ ଏହାକୁ ବାହାର କରିବାରେ ଅସୁବିଧା ସମ୍ମୁଖିନ ହୋଇଥିଲା। ସାପର ପାଟି ତଳକୁ ବୋତଲଟି ଲାଖିଯାଇଥିଲା। ଅନେକ ସମୟ ଧରି ସାପ ଏକ ପ୍ରକାର ଅସହଜ ହୋଇପଡିଥିଲା। ଆଉ କିଛି ସମୟ ଯାଇଥିଲେ ସାପର ଜୀବନ ମଧ୍ୟ ଯାଇଥାନ୍ତା। କିନ୍ତୁ ସ୍ନେକ ହେଲ୍ପ ଲାଇନ ସଦସ୍ୟ ସାପ ପାଟିରୁ ବୋଟଲ ବାହାରି ତାକୁ ଉଦ୍ଧାର କରିଛନ୍ତି। ଭୁବନେଶ୍ବରରେ ଏଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଛି। ବନ୍ୟପ୍ରାଣୀ ପିସିସିଏଫ ସୁଶାନ୍ତ ଏହାର ଏକ ଭିଡିଓ ସୋସିଆଲ ମିଡିଆରେ ସେୟାର କରିଛନ୍ତି।
ନାଗ ଗିଳି ଦେଲା କଫ ସିରପ ବୋତଲ । ସାପ ପାଟିରୁ ବୋଟଲ ବାହାର କଲେ ସ୍ନେକ ହେଲ୍ପ ଲାଇନ ସଦସ୍ୟ । #Odisha #CoughSyrup #Snake pic.twitter.com/cDx6Vyy6bi— Odisha Reporter (@OdishaReporter) July 3, 2024