ଆଲିଶାନ୍‌ର ‘ପୂଜା ପାୱାର’ ଅଫର

ଭୁବନେଶ୍ୱର,୫।୧୦: ଭୁବନେଶ୍ୱରର ଅଗ୍ରଣୀ ଗାର୍ମେଣ୍ଟ ବ୍ରାଣ୍ଡ ତଥା ସ୍ବତଃ ପୁରୁଷ (ମେନ୍ସ ଏକ୍ସକ୍ଲୁସିଭ) ପରିଧାନ ଶୋ’ରୁମ୍‌ ଆଲିଶାନ୍‌ର ବହୁ ପ୍ରତୀକ୍ଷିତ ପାର୍ବଣ ଅଫର ‘ପୂଜା ପାୱାର’ର ଶୁଭାରମ୍ଭ ନିକଟରେ ହୋଇଯାଇଛି। ଏହି ଅଫର ଜରିଆରେ ଗ୍ରାହକମାନେ ୫୦ରୁ ଅଧିକ ବ୍ରାଣ୍ଡ କଲରପ୍ଲସ୍‌, ପାର୍କ ଆଭେନ୍ୟୁ,ପାର୍କ୍ସ, ଆଲେନ୍‌ସୋଲି, ଭାନ୍‌ହୁସେନ୍‌, ଲୁଇଫିଲିପ୍‌, ଲିଭାଇସ୍‌, ରେମଣ୍ଡ, ବ୍ଲାକ୍‌ବେରି, ୟୁଏସ୍‌ପୋଲୋ, ଟର୍ଟଲ, ଆରୋ, ମୁଫ୍‌ଟି, କିଲର୍‌, ବିଙ୍ଗ୍‌ ହ୍ୟୁମାନ, ସିଲିଓ, ରେୟାର ରାବିଟ୍‌ ସମେତ ଫର୍ମାଲ୍‌, କାଜୁଆଲ୍‌ ଓ ପାର୍ଟି ପରିଧାନ ଏବଂ […] The post ଆଲିଶାନ୍‌ର ‘ପୂଜା ପାୱାର’ ଅଫର appeared first on Dharitri Odia News.

ଆଲିଶାନ୍‌ର ‘ପୂଜା ପାୱାର’ ଅଫର

ଭୁବନେଶ୍ୱର,୫।୧୦: ଭୁବନେଶ୍ୱରର ଅଗ୍ରଣୀ ଗାର୍ମେଣ୍ଟ ବ୍ରାଣ୍ଡ ତଥା ସ୍ବତଃ ପୁରୁଷ (ମେନ୍ସ ଏକ୍ସକ୍ଲୁସିଭ) ପରିଧାନ ଶୋ’ରୁମ୍‌ ଆଲିଶାନ୍‌ର ବହୁ ପ୍ରତୀକ୍ଷିତ ପାର୍ବଣ ଅଫର ‘ପୂଜା ପାୱାର’ର ଶୁଭାରମ୍ଭ ନିକଟରେ ହୋଇଯାଇଛି। ଏହି ଅଫର ଜରିଆରେ ଗ୍ରାହକମାନେ ୫୦ରୁ ଅଧିକ ବ୍ରାଣ୍ଡ କଲରପ୍ଲସ୍‌, ପାର୍କ ଆଭେନ୍ୟୁ,ପାର୍କ୍ସ, ଆଲେନ୍‌ସୋଲି, ଭାନ୍‌ହୁସେନ୍‌, ଲୁଇଫିଲିପ୍‌, ଲିଭାଇସ୍‌, ରେମଣ୍ଡ, ବ୍ଲାକ୍‌ବେରି, ୟୁଏସ୍‌ପୋଲୋ, ଟର୍ଟଲ, ଆରୋ, ମୁଫ୍‌ଟି, କିଲର୍‌, ବିଙ୍ଗ୍‌ ହ୍ୟୁମାନ, ସିଲିଓ, ରେୟାର ରାବିଟ୍‌ ସମେତ ଫର୍ମାଲ୍‌, କାଜୁଆଲ୍‌ ଓ ପାର୍ଟି ପରିଧାନ ଏବଂ ବିଭିନ୍ନ ପାରମ୍ପରିକ ଉତ୍ସବ ପରିଧାନଗୁଡ଼ିକ ଉପରେ ୫୦୦୦ ଟଙ୍କା ପର୍ଯ୍ୟନ୍ତ କ୍ୟାଶ୍‌ବ୍ୟାକ୍‌ ଏବଂ ମାଗଣା ଉପହାର (ଫ୍ରି ଗିଫ୍ଟ) ପାଇପାରିବେ। ଏତଦ୍‌ବ୍ୟତୀତ ଉପହାର ନିମନ୍ତେ ଉପଲବ୍ଧ ଥିବା ଅଫର୍‌ରେ ଆଲିଶାନ ପକ୍ଷରୁ ‘ଫେଷ୍ଟିଭ୍‌ ରୟାଲ୍ଟି’ ଗିଫ୍ଟ ଭାଉଚର ମଧ୍ୟ ରହିଛି।
ଏ ସମ୍ପର୍କରେ ଆଲିଶାନ୍‌ର ପ୍ରୋପ୍ରାଇଟର ଯୁଗଳ ଅଗ୍ରୱାଲ କହିଥିଲେ, ଆଲିଶାନ ଶୋ’ରୁମ୍‌ ଭୁବନେଶ୍ୱରରେ କାଜୁଆଲ ପୋଷାକଠାରୁ ଆରମ୍ଭକରି ପାରମ୍ପରିକ ପରିଧାନ ପର୍ଯ୍ୟନ୍ତ ଏବଂ ଡିଜାଇନର ପୋଷାକ, କୁର୍ତ୍ତା ପାଇଜାମା, ଜିନ୍ସ-ଟି ଶାର୍ଟ, ସୁଟିଂ ସାର୍ଟିଂ, ରେଡିମେଡ୍‌ ଗାର୍ମେଣ୍ଟ, ଜ୍ୟାକେଟ, ୱେଷ୍ଟକୋଟ ଶୀତବସ୍ତ୍ର ଏବଂ ବିବାହ ଭଳି ବିଶେଷ ମୁହୂର୍ତ୍ତ ନିମନ୍ତେ ଶେରୱାନି ସହିତ ମ୍ୟାଚ୍‌ କରୁଥିବା ଟ୍ରେଣ୍ଡି ଆକ୍ସେସୋରିଜ୍‌ ମଧ୍ୟ ଉପଲବ୍ଧ ରହିଛି।

The post ଆଲିଶାନ୍‌ର ‘ପୂଜା ପାୱାର’ ଅଫର appeared first on Dharitri Odia News.