ଆଶୀର୍ବାଦ ଭିକ୍ଷା ପଦ ଯାତ୍ରା ଅନୁଷ୍ଠିତ

କଣ୍ଟାବାଞ୍ଜି: କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀ ଚଣା ବାହାଲ ପଞ୍ଚାୟତ ସାଲେପଡା ଗାଁରେ ବରିଷ୍ଠ ନେତା ଅଜୟ ଦାସ, ପଦଯାତ୍ରା କରି ଆଶୀର୍ବାଦ ଭିକ୍ଷା କରଛନ୍ତି। ଏହି ପଦଯାତ୍ରା ରେ ବୃଦ୍ଧ ବୃଦ୍ଧା ମହିଳାମାନେ ଜୋରସୋରରେ ସ୍ୱାଗତ ସହ ଆଶୀର୍ବାଦ ଦେଇଥିଲେ। ଏହି ପଦଯାତ୍ରାରେ ଶ୍ରୀ ଦାସଙ୍କ ସହ ମୁରିବାହାଲ ବ୍ଲକ ବିଜେଡ଼ି ସଭାପତି ମିନିକେତନ ପାତ୍ର, ସରୋଜ କୁମାର ମେହେର ପ୍ରମୁଖ ଉପସ୍ଥିତ ଥିଲେ।