ଆଶ୍ଚର୍ଯ୍ୟ କରିବ ଭିଡିଓ ; ଘର ଭିତରକୁ ପଶୁଥିଲା ବାଘ, କୁକୁର ଭୋକିବା ମାତ୍ରେ ହେଲା ଏମିତି

ନୂଆଦିଲ୍ଲୀ : ଅନେକ ସମୟରେ ସୋସିଆଲ ମିଡିଆରେ ଜୀବଜନ୍ତୁଙ୍କ ଏଭଳି କିଛି ଭିଡିଓ ଭାଇରାଲ୍‌ ହୋଇଥାଏ, ଯାହା ସଭିଁଙ୍କ ଧ୍ୟାନକୁ ଆକର୍ଷିତ କରିବା ସହ ଆଶ୍ଚର୍ଯ୍ୟଚକିତ ମଧ୍ୟ ଲାଗିଥାଏ । ଏହାସହ ଲୋକେ ସେଭଳି କିଛି ଭିଡିଓ ଦେଖି ମଜା ମଧ୍ୟ ନେଇଥାନ୍ତି । କିଛି ଭିଡିଓ ସହଜରେ ବିଶ୍ୱାସ କରି ହୁଏ ନାହିଁ । ନିକଟରେ ଭାଇରାଲ୍‌ ହେଉଥିବା ଏକ ଭିଡିଓରେ କଲରାପତରିଆ ଓ କୁକୁର ମଧ୍ୟରେ ଘଟିଥିବା ଘଟଣାକୁ ଲକ୍ଷ ଲକ୍ଷ ଲୋକେ ଦେଖି […]

ଆଶ୍ଚର୍ଯ୍ୟ କରିବ ଭିଡିଓ ; ଘର ଭିତରକୁ ପଶୁଥିଲା ବାଘ, କୁକୁର ଭୋକିବା ମାତ୍ରେ ହେଲା ଏମିତି

ନୂଆଦିଲ୍ଲୀ : ଅନେକ ସମୟରେ ସୋସିଆଲ ମିଡିଆରେ ଜୀବଜନ୍ତୁଙ୍କ ଏଭଳି କିଛି ଭିଡିଓ ଭାଇରାଲ୍‌ ହୋଇଥାଏ, ଯାହା ସଭିଁଙ୍କ ଧ୍ୟାନକୁ ଆକର୍ଷିତ କରିବା ସହ ଆଶ୍ଚର୍ଯ୍ୟଚକିତ ମଧ୍ୟ ଲାଗିଥାଏ । ଏହାସହ ଲୋକେ ସେଭଳି କିଛି ଭିଡିଓ ଦେଖି ମଜା ମଧ୍ୟ ନେଇଥାନ୍ତି । କିଛି ଭିଡିଓ ସହଜରେ ବିଶ୍ୱାସ କରି ହୁଏ ନାହିଁ । ନିକଟରେ ଭାଇରାଲ୍‌ ହେଉଥିବା ଏକ ଭିଡିଓରେ କଲରାପତରିଆ ଓ କୁକୁର ମଧ୍ୟରେ ଘଟିଥିବା ଘଟଣାକୁ ଲକ୍ଷ ଲକ୍ଷ ଲୋକେ ଦେଖି ନିଜର ଭିନ୍ନ ଭିନ୍ନ ମତ ଦେଇଛନ୍ତି ।

ଏକ କଲରାପତରିଆ ବାଘ କିଭଳି ଏକ ପୋଷା କୁୁକୁରକୁ ଭୟ କରି ସେଠାରୁ ଦୌଡି ପଳାଉଛି। ଭିଡିଓରେ ଦେଖିପାରିବେ, ଏକ କଲରାପତରିଆ ବାଘ ଜନବସତି ଅଞ୍ଚଳକୁ ପଳାଇ ଆସିଛି। ରାତି ସମୟରେ ଧିରେ ଧିରେ ବାଘ ପାହାଚ ଚଢି ଶିକାର ଉଦ୍ଦେଶ୍ୟରେ ଆଗକୁ ବଢୁଛି। ସେହି ସମୟରେ ଘରେ ଥିବା ଏକ ପୋଷା କୁକୁର ହଠାତ୍‌ ଖୁବ୍‌ ଜୋରରେ ଭୋକିବାକୁ ଲାଗୁଛି। ବାଘ କୁୁକୁରର ଶବ୍ଦ ଶୁଣି ଖୁବ୍‌ ଜୋରରେ ସେଠାରୁ ଦୌଡି ପଳାଉଛି।

୫୦ ବର୍ଷ ପରେ ମାଲବ୍ୟ ରାଜଯୋଗ : ଏହି ରାଶି ହେବେ ଭାଗ୍ୟଶାଳୀ, ହଠାତ୍‌ ହେବେ ଧନୀ, ମିଳିବ ଚାକିରି, କିଣିବେ ଗାଡି..

ଦେଖନ୍ତୁ ଭିଡିଓ; ରେଳ ଧାରଣାରେ ଶୋଇଲେ ଯୁବକ, ସାମ୍ନାରୁ ମାଡି ଆସିଲା ଟ୍ରେନ୍‌, ଆଉ ତା’ପରେ