ଆସନ୍ତା କାଲି ଭିନ୍ନକ୍ଷମ ବ୍ୟକ୍ତିଙ୍କ ସ୍ବାସ୍ଥ୍ୟ ପରୀକ୍ଷା ଶିବିର

ସୁବର୍ଣ୍ଣପୁର ( ରାଜ କିଶୋର ତ୍ରିପାଠୀ ) ଆସନ୍ତା କାଲି ୩ ତାରିଖ ମଙ୍ଗଳବାର ଦିନ ୧୦ ଘଟିକା ସମୟରେ ସୁବର୍ଣ୍ଣପୁର ନୂତନ ଜିଲ୍ଲା ମୁଖ୍ୟ ଚିକିତ୍ସାଲୟରେ ମାନସିକ ବର୍ଗର ଭିନ୍ନକ୍ଷମ ବ୍ୟତୀତ ଅନ୍ୟ ସବୁ ବର୍ଗର ଭିନ୍ନକ୍ଷମ ବ୍ୟକ୍ତି ମାନଙ୍କ ନିମନ୍ତେ ଭିନ୍ନକ୍ଷମ ପ୍ରମାଣ ପତ୍ର ପାଇଁ ସ୍ୱାସ୍ଥ୍ୟ ପରୀକ୍ଷା କରାଯିବ। ଏଥିପାଇଁ ଅନ୍ ଲାଇନ ଆବେଦନ କରି ଉକ୍ତ ଫର୍ମ ନେଇକି ଆସିବା ପାଇଁ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ମାନସିକ ବର୍ଗର ଭିନ୍ନକ୍ଷମ […] The post ଆସନ୍ତା କାଲି ଭିନ୍ନକ୍ଷମ ବ୍ୟକ୍ତିଙ୍କ ସ୍ବାସ୍ଥ୍ୟ ପରୀକ୍ଷା ଶିବିର appeared first on Odisha.News.

ଆସନ୍ତା କାଲି ଭିନ୍ନକ୍ଷମ ବ୍ୟକ୍ତିଙ୍କ ସ୍ବାସ୍ଥ୍ୟ ପରୀକ୍ଷା ଶିବିର

ସୁବର୍ଣ୍ଣପୁର ( ରାଜ କିଶୋର ତ୍ରିପାଠୀ ) ଆସନ୍ତା କାଲି ୩ ତାରିଖ ମଙ୍ଗଳବାର ଦିନ ୧୦ ଘଟିକା ସମୟରେ ସୁବର୍ଣ୍ଣପୁର ନୂତନ ଜିଲ୍ଲା ମୁଖ୍ୟ ଚିକିତ୍ସାଲୟରେ ମାନସିକ ବର୍ଗର ଭିନ୍ନକ୍ଷମ ବ୍ୟତୀତ ଅନ୍ୟ ସବୁ ବର୍ଗର ଭିନ୍ନକ୍ଷମ ବ୍ୟକ୍ତି ମାନଙ୍କ ନିମନ୍ତେ ଭିନ୍ନକ୍ଷମ ପ୍ରମାଣ ପତ୍ର ପାଇଁ ସ୍ୱାସ୍ଥ୍ୟ ପରୀକ୍ଷା କରାଯିବ। ଏଥିପାଇଁ ଅନ୍ ଲାଇନ ଆବେଦନ କରି ଉକ୍ତ ଫର୍ମ ନେଇକି ଆସିବା ପାଇଁ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ମାନସିକ ବର୍ଗର ଭିନ୍ନକ୍ଷମ ବ୍ୟକ୍ତି ମାନଙ୍କ ପାଇଁ ପ୍ରତ୍ୟେକ ମାସର କେବଳ ତୃତୀୟ ସୋମବାର ଦିନ ଏହି ପରୀକ୍ଷା କରାଯାଉ ଥିବା ବେଳେ ଚଳିତ ଥର ଆସନ୍ତା କାଲି ଏହି ଶିବିର ଅନୁଷ୍ଠିତ ହେବ।

The post ଆସନ୍ତା କାଲି ଭିନ୍ନକ୍ଷମ ବ୍ୟକ୍ତିଙ୍କ ସ୍ବାସ୍ଥ୍ୟ ପରୀକ୍ଷା ଶିବିର appeared first on Odisha.News.