ଅଣଧାନ ଖାଦ୍ୟ ପ୍ରସ୍ତୁତି ଉପରେ ରୋଷେଇ ପ୍ରତିଯୋଗିତା
ସମ୍ବଲପୁର: ସମ୍ବଲପୁର ଜିଲ୍ଲା କୁଚିଣ୍ଡା ବ୍ଲକ ଅନ୍ତର୍ଗତ କିରାଶାସନ ଗ୍ରାମ ରେ ପାର୍ବତୀ ଗିରି ବୃହତ ଉଠା ଜଳସେଚନ ପ୍ରକଳ୍ପ କାର୍ଯ୍ୟକାରୀ ହେଉଛି। ଉକ୍ତ ଅଞ୍ଚଳର ସ୍ବୟଂ ସହାୟକ ଗୋଷ୍ଠୀଙ୍କୁ ନେଇ ଏକ ଅଣଧାନ ଖାଦ୍ୟ ପ୍ରସ୍ତୁତି ଉପରେ ରୋଷେଇ ପ୍ରତିଯୋଗିତା । ହୋଇଥିଲା ।ସ୍ବେଚ୍ଛା ସେବି ଅନୁଷ୍ଠା ସାର୍କ ପକ୍ଷରୁ କୁଚିଣ୍ଡା ବ୍ଲକ ର କିରାଶାସନ ଠାରେ ଆଯେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥ୍ ଭାବେ କୁଚିଣ୍ଡା ଉପଜିଲ୍ଲାପାଳ ଡ.ଗୌରବମୟ ପ୍ରଧାନ ମୁଖ୍ୟ ଅତିଥି ଭାବେ […] The post ଅଣଧାନ ଖାଦ୍ୟ ପ୍ରସ୍ତୁତି ଉପରେ ରୋଷେଇ ପ୍ରତିଯୋଗିତା appeared first on Odisha.News.
ସମ୍ବଲପୁର: ସମ୍ବଲପୁର ଜିଲ୍ଲା କୁଚିଣ୍ଡା ବ୍ଲକ ଅନ୍ତର୍ଗତ କିରାଶାସନ ଗ୍ରାମ ରେ ପାର୍ବତୀ ଗିରି ବୃହତ ଉଠା ଜଳସେଚନ ପ୍ରକଳ୍ପ କାର୍ଯ୍ୟକାରୀ ହେଉଛି। ଉକ୍ତ ଅଞ୍ଚଳର ସ୍ବୟଂ ସହାୟକ ଗୋଷ୍ଠୀଙ୍କୁ ନେଇ ଏକ ଅଣଧାନ ଖାଦ୍ୟ ପ୍ରସ୍ତୁତି ଉପରେ ରୋଷେଇ ପ୍ରତିଯୋଗିତା । ହୋଇଥିଲା ।ସ୍ବେଚ୍ଛା ସେବି ଅନୁଷ୍ଠା ସାର୍କ ପକ୍ଷରୁ କୁଚିଣ୍ଡା ବ୍ଲକ ର କିରାଶାସନ ଠାରେ ଆଯେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥ୍ ଭାବେ କୁଚିଣ୍ଡା ଉପଜିଲ୍ଲାପାଳ ଡ.ଗୌରବମୟ ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉତ୍ସାହିତ କରିଥିଲେ।କୃଷି ଜିଲ୍ଲା ଅଧୂକାରୀ କୁଚିଣ୍ଡା, ପ୍ରସନ୍ନ ସ୍ବାଇଁ, କୃଷି । ଜିଲ୍ଲା ଅଧୂକାରୀ ସମ୍ବଲପୁର, ଜଗବନ୍ଧୁ ପଟେଲ, ଟଙ୍କଧର ନାଗ ଯୋଜନାଅଧୂକାରୀ ମୁଖ୍ୟ ଜିଲ୍ଲା କୃଷି ଷି କାର୍ଯ୍ୟାଳୟ ସମ୍ବଲପୁର, ଲୀଡ ବ୍ୟାଙ୍କ ମ୍ୟାନେଜର ଏସ, ବି, ଆଇ, ସମ୍ବଲପୁର, ଦେବକୀଶୋର ନାଏକ, ଗୋଷ୍ଠୀ କୃଷି ଅଧୂକାରୀ କୁଚିଣ୍ଡା, ଦିବ୍ୟସ୍ବରୂପ ପଣ୍ଡା, ଅତିରିକୁ କୃଷି ଅଧୂକାରୀ କୁଚିଣ୍ଡା, ସୁସ୍ମିତା କିରୋ, କୃଷି ବିଶେଷଜ୍ଞ, ରଘୁମଣି ହୋତା ପ୍ରମୁଖ ସମ୍ମାନିତ ଅତିଥୂ ଭାବେ ଯୋଗ ଦେଇଥିଲେ । ପ୍ରତିଯୋଗିତାରେ ୩୬ ଜଣ ଗୋଷ୍ଠୀ ଭାଗ ନେଇଥିଲେଏବଂ କୃତିତ୍ୱ ଅର୍ଜନ କରିଥିବା ସମସ୍ତ ଏସ, ଏଚ, ଜି ମହିଳା ମାନଙ୍କୁ ପୁରସ୍କାର ପ୍ରଦାନ କରିଥିଲେ । ସାର୍କ ସମ୍ପାଦକ ଅଶୋକ କୁମାର ପାଣିଗ୍ରାହୀ ସ୍ବାଗତ ଭାଷଣ ଷଣ ଓ ସଭା ପରିଚାଳନା କରିଥିଲେ । ୩ ଦିନ ଧରି ଚାଲିଥିବା ପ୍ରତିଯୋଗିତାରେ ମୋଟ ୩୬ ଟି ସ୍ବୟଂ ସହାୟକ ଗୋଷ୍ଠୀର ମହିଳା ଅଂଶ ଗ୍ରହଣ କରିଥିଲେ ଅଣ ଧାନ ତଥା ମୁଗ ବିରି, କୋଳଥ, ମକା, ମାଣ୍ଡିଆ, ଚିନାବାଦାମ୍ଭ ରାଶି ଓ ବିଭିନ୍ନ ପ୍ରକାର ପନିପରିବାରେ ସ୍ବାଦିଷ୍ଟ ବ୍ୟଞ୍ଜନ ପ୍ରସ୍ତୁତ କରାଯାଇଥିଲା ।କାର୍ଯ୍ୟକ୍ରମରେ କିରାଶାସନ, ସାତକମା, ବିଜାଡ଼ିହି, କୁଲେଇଗଡ଼, ପୁରୁଣାପାଣି, କୁଟୁରାଚୁଆଁ ଆଦି ଗାଁରୁ ପ୍ରତିନିଧୂମାନେ ଯୋଗ ଦେଇଥିଲେ । ଶେଷରେ ସାର୍କ୍ ର ସମ୍ପାଦକ ଶ୍ରୀ ଅଶୋକ କୁମାର ପାଣିଗ୍ରାହୀଧନ୍ୟବାଦ ଅର୍ପଣ କରିଥିଲେ।
The post ଅଣଧାନ ଖାଦ୍ୟ ପ୍ରସ୍ତୁତି ଉପରେ ରୋଷେଇ ପ୍ରତିଯୋଗିତା appeared first on Odisha.News.