ଆସନ୍ତା ୬ରୁ ହବିଷ୍ୟାଳୀ ଯୋଜନା ଆବେଦନ, ୨୫ ଶହ ହବିଷ୍ୟାଳୀଙ୍କ ପାଇଁ ବ୍ୟବସ୍ଥା

ପୁରୀ ୪।୧୦: କାର୍ତ୍ତିକ ମାସରେ ହବିଷ୍ୟାଳୀ ଯୋଜନା । ଆସନ୍ତା ୬ ତାରିଖରୁ ଆବେଦନ ଆରମ୍ଭ ହେଉଥିବା ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲାପାଳ ସୂଚନା ଦେଇଛନ୍ତି । ଚଳିତ ବର୍ଷ ସରକାରଙ୍କ ପକ୍ଷରୁ କାର୍ଯ୍ୟକାରୀ ହେବ ହବିଷ୍ୟାଳୀ ଯୋଜନା । କେବଳ ଅନଲାଇନ ମାଧ୍ୟମରେ ଆବେଦନ ଗ୍ରହଣ କରାଯିବ । ଆସନ୍ତା ୬ ତାରିଖରୁ ୧୧ ତାରିଖ ପର୍ଯ୍ୟନ୍ତ ଅନଲାଇନରେ ଆବେଦନ ପ୍ରକ୍ରିୟା ଜାରି ରହିବ । ହବିଷ୍ୟାଳୀ ମାନେ https://edistrict.odisha.gov.in ମାଧ୍ୟମରେ ଆବେଦନ କରିପାରିବେ । ୨୫୦୦ ହବିଷ୍ୟାଳୀ ମା’ଙ୍କ ପାଇଁ କରାଯାଉଛି ଏହି ବ୍ୟବସ୍ଥା । ହବିଷ୍ୟାଳୀଙ୍କ ରହଣି ପାଇଁ ଚାରୋଟି ସ୍ଥାନରେ ବ୍ୟବସ୍ଥା କରାଯିବ ବୋଲି ଜିଲ୍ଲାପାଳ କହିଛନ୍ତି ।You Can Read:ରାଜଧାନୀରେ ପୋଲିସକୁ ଛୁରାମାଡ଼, ଗଣ୍ଡଗୋଳ ବେଳେ ଛୁରୀ ଭୁସିଲା ଦୁର୍ବୃତ୍ତ

ଆସନ୍ତା ୬ରୁ ହବିଷ୍ୟାଳୀ ଯୋଜନା ଆବେଦନ, ୨୫ ଶହ ହବିଷ୍ୟାଳୀଙ୍କ ପାଇଁ ବ୍ୟବସ୍ଥା

ପୁରୀ ୪।୧୦: କାର୍ତ୍ତିକ ମାସରେ ହବିଷ୍ୟାଳୀ ଯୋଜନା । ଆସନ୍ତା ୬ ତାରିଖରୁ ଆବେଦନ ଆରମ୍ଭ ହେଉଥିବା ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲାପାଳ ସୂଚନା ଦେଇଛନ୍ତି । 

ଚଳିତ ବର୍ଷ ସରକାରଙ୍କ ପକ୍ଷରୁ କାର୍ଯ୍ୟକାରୀ ହେବ ହବିଷ୍ୟାଳୀ ଯୋଜନା । କେବଳ ଅନଲାଇନ ମାଧ୍ୟମରେ ଆବେଦନ ଗ୍ରହଣ କରାଯିବ । ଆସନ୍ତା ୬ ତାରିଖରୁ ୧୧ ତାରିଖ ପର୍ଯ୍ୟନ୍ତ ଅନଲାଇନରେ ଆବେଦନ ପ୍ରକ୍ରିୟା ଜାରି ରହିବ । ହବିଷ୍ୟାଳୀ ମାନେ https://edistrict.odisha.gov.in ମାଧ୍ୟମରେ ଆବେଦନ କରିପାରିବେ । ୨୫୦୦ ହବିଷ୍ୟାଳୀ ମା’ଙ୍କ ପାଇଁ କରାଯାଉଛି ଏହି ବ୍ୟବସ୍ଥା । ହବିଷ୍ୟାଳୀଙ୍କ ରହଣି ପାଇଁ ଚାରୋଟି ସ୍ଥାନରେ ବ୍ୟବସ୍ଥା କରାଯିବ ବୋଲି ଜିଲ୍ଲାପାଳ କହିଛନ୍ତି ।

You Can Read:

ରାଜଧାନୀରେ ପୋଲିସକୁ ଛୁରାମାଡ଼, ଗଣ୍ଡଗୋଳ ବେଳେ ଛୁରୀ ଭୁସିଲା ଦୁର୍ବୃତ୍ତ