ଆସନ୍ତାକାଲି 3ଜଣ ପ୍ରାର୍ଥୀ ଙ୍କ ଭାଗ୍ୟ ନିର୍ଧାରଣ କରିବେ ଆଠମଲ୍ଲିକ୍ ଭୋଟର୍।
ମେ 25 ରେ ହେଉଥିବା ସାଧାରଣ ନିର୍ବାଚନ ରେ ଆଠମଲ୍ଲିକ ନିର୍ବାଚନ ମଣ୍ଡଳୀ ର ତିନି ପ୍ରମୁଖ ଦଳର ନେତା ଙ୍କୁ ବାଛିବେ ପାଖାପାଖି 2,09,659 ଭୋଟର୍। କଂଗ୍ରେସ୍ ରୁ ହିମାଂଶୁ ଶେଖର ଚାଉଳିଆ, ବି ଜେ ଡି ରୁ ନଳିନୀ ପ୍ରଧାନ ଏବଂ ବିଜେପି ରୁ ସଞ୍ଜିବ କୁମାର ସାହୁ ପ୍ରତୀଦନ୍ଦି କରୁଛନ୍ତି। ପ୍ରଶାସନ, ପୋଲିସ୍ ବିଭାଗ ମଧ୍ୟ ସଜାଗ ରହି ନିରପେକ୍ଷ ନିର୍ବାଚନ ପାଇଁ ପ୍ରସ୍ତୁତ ରହିଥିବା ସୁଚନା ମିଳିଛି। The post ଆସନ୍ତାକାଲି 3ଜଣ ପ୍ରାର୍ଥୀ ଙ୍କ ଭାଗ୍ୟ ନିର୍ଧାରଣ କରିବେ ଆଠମଲ୍ଲିକ୍ ଭୋଟର୍। appeared first on Odisha.News.

ମେ 25 ରେ ହେଉଥିବା ସାଧାରଣ ନିର୍ବାଚନ ରେ ଆଠମଲ୍ଲିକ ନିର୍ବାଚନ ମଣ୍ଡଳୀ ର ତିନି ପ୍ରମୁଖ ଦଳର ନେତା ଙ୍କୁ ବାଛିବେ ପାଖାପାଖି 2,09,659 ଭୋଟର୍। କଂଗ୍ରେସ୍ ରୁ ହିମାଂଶୁ ଶେଖର ଚାଉଳିଆ, ବି ଜେ ଡି ରୁ ନଳିନୀ ପ୍ରଧାନ ଏବଂ ବିଜେପି ରୁ ସଞ୍ଜିବ କୁମାର ସାହୁ ପ୍ରତୀଦନ୍ଦି କରୁଛନ୍ତି। ପ୍ରଶାସନ, ପୋଲିସ୍ ବିଭାଗ ମଧ୍ୟ ସଜାଗ ରହି ନିରପେକ୍ଷ ନିର୍ବାଚନ ପାଇଁ ପ୍ରସ୍ତୁତ ରହିଥିବା ସୁଚନା ମିଳିଛି।
The post ଆସନ୍ତାକାଲି 3ଜଣ ପ୍ରାର୍ଥୀ ଙ୍କ ଭାଗ୍ୟ ନିର୍ଧାରଣ କରିବେ ଆଠମଲ୍ଲିକ୍ ଭୋଟର୍। appeared first on Odisha.News.