ଆସନ୍ତାକାଲି ଭାରତୀୟ ବାୟୁସେନା କରିବ ସମରାଭ୍ୟାସ, ନୋଟାମ ଜାରି କଲା ଭାରତ

ନନ୍ଦିଘୋଷ ବ୍ୟୁରୋ : ଆସନ୍ତାକାଲି ଭାରତୀୟ ବାୟୁସେନା କରିବ ସମରାଭ୍ୟାସ। ପାକିସ୍ତାନ ସୀମାରେ କରିବ ସମରାଭ୍ୟାସ। ଏଥିପାଇଁ ନୋଟାମ ଜାରି... The post ଆସନ୍ତାକାଲି ଭାରତୀୟ ବାୟୁସେନା କରିବ ସମରାଭ୍ୟାସ, ନୋଟାମ ଜାରି କଲା ଭାରତ appeared first on .

ଆସନ୍ତାକାଲି ଭାରତୀୟ ବାୟୁସେନା କରିବ ସମରାଭ୍ୟାସ, ନୋଟାମ ଜାରି କଲା ଭାରତ

ନନ୍ଦିଘୋଷ ବ୍ୟୁରୋ : ଆସନ୍ତାକାଲି ଭାରତୀୟ ବାୟୁସେନା କରିବ ସମରାଭ୍ୟାସ। ପାକିସ୍ତାନ ସୀମାରେ କରିବ ସମରାଭ୍ୟାସ। ଏଥିପାଇଁ ନୋଟାମ ଜାରି କଲା ଭାରତ। ଭାରତ-ପାକିସ୍ତାନ ଉତ୍ତେଜନା ଭିତରେ ଏହି ନୋଟାମ୍ ଜାରି କରାଯାଇଛି। ପାଇଲଟ, ଏୟାରମ୍ୟାନ, ବିମାନ ଚଳାଚଳ ସହିତ ଜଡ଼ିତ ବ୍ୟକ୍ତିଙ୍କୁ ଏହି ନୋଟାମ ଜାରି କରାଯାଇଛି। କାଲିର ସମରାଭ୍ୟାସ ପାଇଁ  ପ୍ରସ୍ତୁତ ରହିବାକୁ ପାଇଲଟଙ୍କୁ ଦିଆଯାଇଛି ନିର୍ଦ୍ଦେଶ। ଏହା ସହିତ ପରିସ୍ଥିତି ନେଇ ପାଇଲଟଙ୍କୁ ଅବଗତ କରାଯାଇଛି। ବାୟୁସେନା ସମରାଭ୍ୟାସ ହେବ ବୋଲି ଆନୁଷ୍ଠାନିକ ଭାବେ ଅବଗତ କରାଯାଇଛି। ଆସନ୍ତାକାଲିର ଏହି ବାୟୁସେନାର ଅଭ୍ୟାସରେ ରାଫେଲ, ମିରାଜ, ସୁଖୋଇ-୩୦ ପରି ଯୁଦ୍ଧ ବିମାନ ଭାଗ ନେବେ।

The post ଆସନ୍ତାକାଲି ଭାରତୀୟ ବାୟୁସେନା କରିବ ସମରାଭ୍ୟାସ, ନୋଟାମ ଜାରି କଲା ଭାରତ appeared first on .