ରିଲାଏନ୍ସ ଡିଜିଟାଲ୍ର ଡିଜିଟାଲ୍ ଇଣ୍ଡିଆ ସେଲ୍
ମୁମ୍ବାଇ,୨୪।୧: ରିଲାଏନ୍ସ ଡିଜିଟାଲର ବହୁ ପ୍ରତୀକ୍ଷିତ ତଥା ଭାରତର ସବୁଠୁ ବଡ଼ ଇଲେକ୍ଟ୍ରୋନିକ୍ସ ସେଲ୍ ‘ଡିଜିଟାଲ୍ ଇଣ୍ଡିଆ ସେଲ୍’ର ଶୁଭାରମ୍ଭ ନିକଟରେ ହୋଇଯାଇଛି। ଏହି ସେଲ୍ ୨୦୨୫ ଜାନୁୟାରୀ ୨୬ ପର୍ଯ୍ୟନ୍ତ ସମସ୍ତ ରିଲାଏନ୍ସ ଡିଜିଟାଲ୍, ମାଇଁ ଜିଓ ଷ୍ଟୋର ଏବଂ www.reliancedigital.in ଅନ୍ଲାଇନରେ ଉପଲବ୍ଧ। ଯେଉଁଥିରେ ଇଲେକ୍ଟ୍ରୋନିକ୍ସର ବିସ୍ତୃତ ଶୃଙ୍ଖଳ ଉପରେ ଅତୁଳନୀୟ ରିହାତି ପ୍ରଦାନର ପ୍ରତିଶ୍ରୁତି ପ୍ରଦାନ କରାଯାଇଛି। ଏପରିକି ଗ୍ରାହକମାନେ ଅଗ୍ରଣୀ ବ୍ୟାଙ୍କ କାର୍ଡ ସହିତ କିଣାକିଣି ଉପରେ ୨୬,୦୦୦ଟଙ୍କା ପର୍ଯ୍ୟନ୍ତ ରିହାତି ତୁରନ୍ତ […] The post ରିଲାଏନ୍ସ ଡିଜିଟାଲ୍ର ଡିଜିଟାଲ୍ ଇଣ୍ଡିଆ ସେଲ୍ appeared first on Dharitri Odia News.
ମୁମ୍ବାଇ,୨୪।୧: ରିଲାଏନ୍ସ ଡିଜିଟାଲର ବହୁ ପ୍ରତୀକ୍ଷିତ ତଥା ଭାରତର ସବୁଠୁ ବଡ଼ ଇଲେକ୍ଟ୍ରୋନିକ୍ସ ସେଲ୍ ‘ଡିଜିଟାଲ୍ ଇଣ୍ଡିଆ ସେଲ୍’ର ଶୁଭାରମ୍ଭ ନିକଟରେ ହୋଇଯାଇଛି। ଏହି ସେଲ୍ ୨୦୨୫ ଜାନୁୟାରୀ ୨୬ ପର୍ଯ୍ୟନ୍ତ ସମସ୍ତ ରିଲାଏନ୍ସ ଡିଜିଟାଲ୍, ମାଇଁ ଜିଓ ଷ୍ଟୋର ଏବଂ www.reliancedigital.in ଅନ୍ଲାଇନରେ ଉପଲବ୍ଧ। ଯେଉଁଥିରେ ଇଲେକ୍ଟ୍ରୋନିକ୍ସର ବିସ୍ତୃତ ଶୃଙ୍ଖଳ ଉପରେ ଅତୁଳନୀୟ ରିହାତି ପ୍ରଦାନର ପ୍ରତିଶ୍ରୁତି ପ୍ରଦାନ କରାଯାଇଛି। ଏପରିକି ଗ୍ରାହକମାନେ ଅଗ୍ରଣୀ ବ୍ୟାଙ୍କ କାର୍ଡ ସହିତ କିଣାକିଣି ଉପରେ ୨୬,୦୦୦ଟଙ୍କା ପର୍ଯ୍ୟନ୍ତ ରିହାତି ତୁରନ୍ତ ଉପଭୋଗ କରିପାରିବେ। ସେହିଭଳି ଉପରୋକ୍ତ ଷ୍ଟୋରଗୁଡିକରେ ଖରିଦ କରୁଥିବା ଲୋକମାନେ ଏକାଧିକ ଫାଇନାନ୍ସ ବିକଳ୍ପ ଚୟନ କରିପାରିବେ। ଏପରିକି ଗ୍ରାହକ କଞ୍ଜ୍ୟୁମର ଡ୍ୟୁରେବଲ୍ ଲୋନ୍ ଉପରେ ୨୬,୦୦୦ ଟଙ୍କା ପର୍ଯ୍ୟନ୍ତ କ୍ୟାଶବ୍ୟାକ୍ ସାମିଲ ରହିଛି। ସେହିପରି ଗ୍ରାହକମାନେ ୟୁପିଆଇ ବ୍ୟବହାର କରି ଆସେସରିଜ୍ ଏବଂ ଛୋଟ ଉପକରଣ ଉପରେ ୧୦୦୦ ଟଙ୍କା ପର୍ଯ୍ୟନ୍ତ ରିହାତି ଉପଭୋଗ କରିପାରିବେ।
The post ରିଲାଏନ୍ସ ଡିଜିଟାଲ୍ର ଡିଜିଟାଲ୍ ଇଣ୍ଡିଆ ସେଲ୍ appeared first on Dharitri Odia News.