ଆସାମରେ ଭାରତ ଯୋଡୋ ନ୍ୟାୟ ଯାତ୍ରା ଉପରେ ଆକ୍ରମଣ

ଦିଶପୁର,୨୦।୧: ଭାରତ ଯୋଡୋ ନ୍ୟାୟ ଯାତ୍ରା ଉପରେ ଆକ୍ରମଣ। ଆସାମରେ କଂଗ୍ରେସର ଭାରତ ଯୋଡୋ ନ୍ୟାୟ ଯାତ୍ରା ଉପରେ ହୋଇଛି ଆକ୍ରମଣ। ଆସାମର ଉତ୍ତର ଲକ୍ଷ୍ମୀପୁରରେ ଏହି ଆକ୍ରମଣ ହୋଇଥିବା କଂଗ୍ରେସ ଅଭିଯୋଗ କରିଛି। ଯାତ୍ରାବେଳେ ଭାଜପାକର୍ମୀ ବହୁ ସଂଖ୍ୟାରେ ପୋଷ୍ଟର ଓ ବ୍ୟାନର ପୋଡିଛନ୍ତି। ଏନେଇ କଂଗ୍ରେସ ନେତା ଜୟରାମ ରମେଶ ନିଜ ସୋସିଆଲ ମିଡିଆ ଏକ୍ସରେ ପୋଷ୍ଟ କରିଛନ୍ତି। असम के लखीमपुर में ‘भारत जोड़ो न्याय यात्रा’ के काफिले पर […] The post ଆସାମରେ ଭାରତ ଯୋଡୋ ନ୍ୟାୟ ଯାତ୍ରା ଉପରେ ଆକ୍ରମଣ appeared first on Dharitri Odia News.

ଆସାମରେ ଭାରତ ଯୋଡୋ ନ୍ୟାୟ ଯାତ୍ରା ଉପରେ ଆକ୍ରମଣ

ଦିଶପୁର,୨୦।୧: ଭାରତ ଯୋଡୋ ନ୍ୟାୟ ଯାତ୍ରା ଉପରେ ଆକ୍ରମଣ। ଆସାମରେ କଂଗ୍ରେସର ଭାରତ ଯୋଡୋ ନ୍ୟାୟ ଯାତ୍ରା ଉପରେ ହୋଇଛି ଆକ୍ରମଣ। ଆସାମର ଉତ୍ତର ଲକ୍ଷ୍ମୀପୁରରେ ଏହି ଆକ୍ରମଣ ହୋଇଥିବା କଂଗ୍ରେସ ଅଭିଯୋଗ କରିଛି। ଯାତ୍ରାବେଳେ ଭାଜପାକର୍ମୀ ବହୁ ସଂଖ୍ୟାରେ ପୋଷ୍ଟର ଓ ବ୍ୟାନର ପୋଡିଛନ୍ତି। ଏନେଇ କଂଗ୍ରେସ ନେତା ଜୟରାମ ରମେଶ ନିଜ ସୋସିଆଲ ମିଡିଆ ଏକ୍ସରେ ପୋଷ୍ଟ କରିଛନ୍ତି।

ସେ ଏକ୍ସରେ ଟ୍ବିଟ୍‌ କରି କହିଛନ୍ତି, ଏହା ଅତ୍ୟନ୍ତ ଲଜ୍ଜାଜନକ ଘଟଣା। ଆସାମରେ ଭାଜପା ଗୁଣ୍ଡାମାନେ ଆମକୁ ଆକ୍ରମଣ କରିଛନ୍ତି। ନ୍ୟାୟ ଯାତ୍ରା ବ୍ୟାନର ଚିରିବା ସହ ଗାଡି ଭଙ୍ଗାରୁଜା ମଧ୍ୟ କରିଛନ୍ତି। ଭାରତ ଯୋଡୋ ନ୍ୟାୟ ଯାତ୍ରାକୁ ବହୁଳ ଭାବରେ ସମର୍ଥନ ମିଳୁଥିବାରୁ ଭାଜପା ଅସ୍ୟହ ହୋଇପଡିଛି।

The post ଆସାମରେ ଭାରତ ଯୋଡୋ ନ୍ୟାୟ ଯାତ୍ରା ଉପରେ ଆକ୍ରମଣ appeared first on Dharitri Odia News.