ଆସିବେ ପ୍ରଧାନମନ୍ତ୍ରୀ... ଏସପିଜି ପକ୍ଷରୁ ସୁରକ୍ଷା ଯାଞ୍ଚ

ଦୁଇ ଦିନ ପରେ ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ । ମୋହନ ସରକାରର ପ୍ରଥମ ବର୍ଷ ପୂର୍ତ୍ତି ଉତ୍ସବରେ ଯୋଗ ଦେବା ସହ ଏକାଧିକ ପ୍ରକଳ୍ପର ଲୋକାର୍ପଣ କରିବେ । ପ୍ରଧାନମନ୍ତ୍ରୀଙ୍କୁ ଭବ୍ୟ ସ୍ୱାଗତ ପାଇଁ ସରକାରୀ ଓ ଦଳୀୟ ସ୍ତରରେ ଜୋରଦାର ପ୍ରସ୍ତୁତି ହୋଇଛି । ଓଡ଼ିଶା ଗସ୍ତ ବେଳେ ପିଏମ୍ ମୋଦି ରୋଡ ଶୋ\' କରିବେ। ଲକ୍ଷାଧିକ ଲୋକଙ୍କ ସମାଗମକୁ ଦୃଷ୍ଟିରେ ରଖି ବ୍ୟାପକ ବ୍ୟବସ୍ଥା ହୋଇଛି । ବିମାନବନ୍ଦରରୁ ଜନତା ମଇଦାନ ସଭାସ୍ଥଳ ଯାଏ ଏସପିଜି ପକ୍ଷରୁ ସୁରକ୍ଷା ଯାଞ୍ଚ ହୋଇଛି।

ଆସିବେ ପ୍ରଧାନମନ୍ତ୍ରୀ... ଏସପିଜି ପକ୍ଷରୁ ସୁରକ୍ଷା ଯାଞ୍ଚ
Array