ଆସିଲା IPL Retention ଲିଷ୍ଟ । ଦେଖନ୍ତୁ, କେଉଁ ଖେଳାଳିଙ୍କୁ ରଖିଲେ କେଉଁ ଟିମ୍....

କନକ ବ୍ୟୁରୋ: ଆସିଲା ଆଇପିଏଲ୍ ଟିମମାନଙ୍କର ଖେଳାଳି ରିଟେନସନ୍ ଲିଷ୍ଟ । ଆଇପିଏଲ୍ ଖେଳାଳି ନିଲାମ ପ୍ରକ୍ରିୟା ପୂର୍ବରୁ ଆଜି ଆସିଛି ରେଟନସନ୍ ଲିଷ୍ଟ । ଯେଉଁଥିରେ ପ୍ରତ୍ୟେକ ଟିମ ନିଜର ମନପସନ୍ଦର ଖେଳାଳିମାନଙ୍କୁ ଟିମରେ ରଖି, ଅନ୍ୟ ଖେଳାଳିଙ୍କୁ ନିଲାମ ପ୍ରକ୍ରିୟାକୁ ଛାଡି ଦେଇଛନ୍ତି ।  କେଉଁ ଖେଳାଳିଙ୍କୁ ରିଟେନ୍ କଲେ କେଉଁ ଟିମ୍ ?  ମୁମ୍ବାଇ ଇଣ୍ଡିଆନ୍ସ : ଜଶପ୍ରୀତ ବୁମରା (୧୮ କୋଟି), ହାର୍ଦ୍ଦିକ ପାଣ୍ଡ୍ୟା (୧୬.୩୫ କୋଟି), ସୂର୍ଯ୍ୟକୁମାର ଯାଦବ (୧୬.୩୫ କୋଟି), ରୋହିତ ଶର୍ମା (୧୬.୩୦ କୋଟି), ତିଲକ ବର୍ମା (୮ କୋଟି)   Mumbai ki jaan is back in blue and gold ????Here are the retained players for #MumbaiIndians ????#IPLonJioCinema #IPLRetentiononJioCinema #IPLRetention #JioCinemaSports #TATAIPL pic.twitter.com/wiJN425Wl2 — JioCinema (@JioCinema) October 31, 2024 ଚେନ୍ନାଇ ସୁପରକିଙ୍ଗସ୍: ଋତୁରାଜ ଗାଏକ୍ୱାଡ (୧୮ କୋଟି), ମଥିସା ପଥିରାନା (୧୩ କୋଟି), ଶିଭମ ଦୁବେ (୧୨ କୋଟି), ରବୀନ୍ଦ୍ର ଜାଡେଜା (୧୮ କୋଟି), ମହେନ୍ଦ୍ର ସିଂହ ଧୋନୀ (୪ କୋଟି)  Back in the #AnbuDen ????Here are the players #CSK has chosen to retain ????#IPLonJioCinema #IPLRetentiononJioCinema #IPLRetention #JioCinemaSports #

ଆସିଲା IPL Retention ଲିଷ୍ଟ । ଦେଖନ୍ତୁ, କେଉଁ ଖେଳାଳିଙ୍କୁ ରଖିଲେ କେଉଁ ଟିମ୍....

କନକ ବ୍ୟୁରୋ: ଆସିଲା ଆଇପିଏଲ୍ ଟିମମାନଙ୍କର ଖେଳାଳି ରିଟେନସନ୍ ଲିଷ୍ଟ । ଆଇପିଏଲ୍ ଖେଳାଳି ନିଲାମ ପ୍ରକ୍ରିୟା ପୂର୍ବରୁ ଆଜି ଆସିଛି ରେଟନସନ୍ ଲିଷ୍ଟ । ଯେଉଁଥିରେ ପ୍ରତ୍ୟେକ ଟିମ ନିଜର ମନପସନ୍ଦର ଖେଳାଳିମାନଙ୍କୁ ଟିମରେ ରଖି, ଅନ୍ୟ ଖେଳାଳିଙ୍କୁ ନିଲାମ ପ୍ରକ୍ରିୟାକୁ ଛାଡି ଦେଇଛନ୍ତି । 

କେଉଁ ଖେଳାଳିଙ୍କୁ ରିଟେନ୍ କଲେ କେଉଁ ଟିମ୍ ? 

ମୁମ୍ବାଇ ଇଣ୍ଡିଆନ୍ସ : ଜଶପ୍ରୀତ ବୁମରା (୧୮ କୋଟି), ହାର୍ଦ୍ଦିକ ପାଣ୍ଡ୍ୟା (୧୬.୩୫ କୋଟି), ସୂର୍ଯ୍ୟକୁମାର ଯାଦବ (୧୬.୩୫ କୋଟି), ରୋହିତ ଶର୍ମା (୧୬.୩୦ କୋଟି), ତିଲକ ବର୍ମା (୮ କୋଟି)  

ଚେନ୍ନାଇ ସୁପରକିଙ୍ଗସ୍: ଋତୁରାଜ ଗାଏକ୍ୱାଡ (୧୮ କୋଟି), ମଥିସା ପଥିରାନା (୧୩ କୋଟି), ଶିଭମ ଦୁବେ (୧୨ କୋଟି), ରବୀନ୍ଦ୍ର ଜାଡେଜା (୧୮ କୋଟି), ମହେନ୍ଦ୍ର ସିଂହ ଧୋନୀ (୪ କୋଟି) 

ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର: ବିରାଟ କୋହଲି (୨୧ କୋଟି), ରଜତ ପଟିଦାର (୧୧ କୋଟି), ୟଶ ଦୟାଲ (୫ କୋଟି)

ସନରାଇଜର୍ସ ହାଇଦ୍ରାବାଦ : ପ୍ୟାଟ୍ କମିନ୍ସ (୧୮ କୋଟି), ଅଭିଶେକ ଶର୍ମା (୧୪ କୋଟି), ନୀତିଶ ରେଡ୍ଡୀ (୬ କୋଟି), ହେନରିଚ୍ କ୍ଲାସେନ୍ (୨୩ କୋଟି), ଟ୍ରାଭିସ୍ ହେଡ୍ (୧୪ କୋଟି)

ଲକ୍ଷ୍ନୌ ସୁପରଜ୍ୟାଣ୍ଟସ୍ : ନିକୋଲସ୍ ପୁରନ (୨୧ କୋଟି), ରବି ବିଷ୍ଣୋଇ (୧୧ କୋଟି), ମୟଙ୍କ ଯାଦବ (୧୧ କୋଟି), ମୋହସିନ୍ ଖାନ୍ (୪ କୋଟି), ଆୟୁଷ ବଦୋନୀ (୪ କୋଟି)

କୋଲକାତା ନାଇଟ୍ ରାଇଡର୍ସ : ସୁନୀଲ ନାରିନ୍, ରିଙ୍କୁ ସିଂ, ବରୁଣ ଚକ୍ରବର୍ତ୍ତୀ, ହର୍ଷିତ ରାଣା, ଆନ୍ଦ୍ରେ ରସେଲ, ରମଣଦୀପ ସିଂହ

ରାଜସ୍ଥାନ ରୟାଲ୍ସ: ସଞ୍ଜୁ ସାମସନ୍ (୧୮ କୋଟି), ଯଶସ୍ୱୀ ଜୟସଓ୍ୱାଲ (୧୮ କୋଟି), ରିୟାନ ପରାଗ (୧୪ କୋଟି), ଧ୍ରୁବ୍ ଜୁରେଲ୍ (୧୪ କୋଟି), ସିମରନ୍ ହେତମେୟାର (୧୧ କୋଟି), ସନ୍ଦୀପ ଶର୍ମା (୪ କୋଟି)

ଗୁଜୁରାଟ ଟାଇଟନ୍ସ : ଶୁଭମନ୍ ଗିଲ୍, ରସିଦ ଖାନ୍, ସାଇ ସୁଦର୍ଶନ, ଶାହାରୁଖ ଖାନ୍, ରାହୁଲ ତେଓ୍ୱାଟିଆ 

ଦିଲ୍ଲୀ କ୍ୟାପିଟାଲ୍ସ : ଅକ୍ଷର ପଟେଲ (୧୬.୫ କୋଟି), କୁଲଦୀପ ଯାଦବ (୧୩.୨୫ କୋଟି), କ୍ରିଷ୍ଟିୟାନ୍ ଷ୍ଟବସ୍ (୧୦ କୋଟି), ଅଭିଷେକ ପୋରେଲ (୪ କୋଟି )

ପଞ୍ଜାବ କିଙ୍ଗସ୍ : ପ୍ରଭସିମରନ୍ ସିଂହ, ଶଶାଙ୍କ ସିଂହ