ଆସିଲା ନୂଆ ଇଲେକ୍ଟ୍ରିକ୍ ବାଇକ୍, ଦାମ୍ ମାତ୍ର…

ନୂଆଦିଲ୍ଲୀ : ଭାରତୀୟ ବଜାରରେ ଆଉ ଏକ ଇଲେକ୍ଟ୍ରିକ୍ ବାଇକ୍ ଲଞ୍ଚ୍ ହୋଇସାରିଛି । ଇଲେକ୍ଟ୍ରିକ୍ ବାଇକ୍ ନିର୍ମାଣ କରୁଥିବା କମ୍ପାନୀ odyssey  ବଜାରରେ ଆଉ ଏକ ବାଇକ ଲଞ୍ଚ୍ କରିଦେଇଛି । ଏହାର ନାଁ Evoqis Lite  ଏବଂ ଏହାକୁ କମ୍ ଦାମରେ ଆଣିଛି କମ୍ପାନୀ । ଯେଉଁମାନେ ଆଡଭେଞ୍ଚର ରାଇଡିଂ ପସନ୍ଦ କରନ୍ତି ସେମାନଙ୍କ ପାଇଁ ଖାସ୍ କରି ଏହି ବାଇକ୍ ନେଇଆସିଛି କମ୍ପାନୀ । କମ୍ପାନୀ ଏହି ବାଇକକୁ ୧.୧୮ ଲକ୍ଷ ଟଙ୍କା […]

ଆସିଲା ନୂଆ ଇଲେକ୍ଟ୍ରିକ୍ ବାଇକ୍, ଦାମ୍ ମାତ୍ର…

ନୂଆଦିଲ୍ଲୀ : ଭାରତୀୟ ବଜାରରେ ଆଉ ଏକ ଇଲେକ୍ଟ୍ରିକ୍ ବାଇକ୍ ଲଞ୍ଚ୍ ହୋଇସାରିଛି । ଇଲେକ୍ଟ୍ରିକ୍ ବାଇକ୍ ନିର୍ମାଣ କରୁଥିବା କମ୍ପାନୀ odyssey  ବଜାରରେ ଆଉ ଏକ ବାଇକ ଲଞ୍ଚ୍ କରିଦେଇଛି । ଏହାର ନାଁ Evoqis Lite  ଏବଂ ଏହାକୁ କମ୍ ଦାମରେ ଆଣିଛି କମ୍ପାନୀ ।

ଯେଉଁମାନେ ଆଡଭେଞ୍ଚର ରାଇଡିଂ ପସନ୍ଦ କରନ୍ତି ସେମାନଙ୍କ ପାଇଁ ଖାସ୍ କରି ଏହି ବାଇକ୍ ନେଇଆସିଛି କମ୍ପାନୀ । କମ୍ପାନୀ ଏହି ବାଇକକୁ ୧.୧୮ ଲକ୍ଷ ଟଙ୍କା ଏକ୍ସ-ଶୋରୁମ୍ ଦାମରେ ନେଇଆସିଛି । ଏଥିରେ ୬୦ ଭୋଲ୍ଟ ବ୍ୟାଟେରୀ ମିଳିବ । ସର୍ବାଧିକ ୭୫ କିଲୋମିଟର ପ୍ରତି ଘଣ୍ଟା ମିଳିବ । ଥରେ ଚାର୍ଜ କଲେ ଏଥିରେ ୯୦ କିଲୋମିଟର ଯାତ୍ରା କରିହେବ ।