ଆସିଲା ମୁଖତାର ଅନସାରୀଙ୍କ ପୋଷ୍ଟ ମର୍ଟମ ରିପୋର୍ଟ, ଏହି କାରଣ ପାଇଁ ହୋଇଛି ମୃତ୍ୟୁ
ବାନ୍ଦା,୨୯।୩: ମାଫିଆ ମୁଖତାର୍ ଅନସାରୀଙ୍କ ଶବ ବ୍ୟବଚ୍ଛେଦ ପରେ ହୃଦ୍ଘାତ ହେତୁ ତାଙ୍କର ମୃତ୍ୟୁ ହୋଇଥିବା ନିଶ୍ଚିତ କରାଯାଇଛି। ପୋଷ୍ଟମର୍ଟମ ଘରୁ ବାହାରକୁ ଆସିଥିବା ଡାକ୍ତରମାନେ କହିଛନ୍ତି ଯେ ଜଣେ ପିଜିଆଇ ଲକ୍ଷ୍ନୌ , ୩ବାନ୍ଦା ଜିଲା ଡାକ୍ତରଖାନା ଏବଂ ଏକ ମେଡିକାଲ କଲେଜର ଡାକ୍ତରଙ୍କ ସମେତ ପାଞ୍ଚ ଜଣିଆ ଟିମ ଏହି ପୋଷ୍ଟମର୍ଟମରେ ସମ୍ପୃକ୍ତ ଅଛନ୍ତି। ପୋଷ୍ଟ ମର୍ଟମ ରିପୋର୍ଟରେ ହୃଦ୍ଘାତ ହେତୁ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି। ଏବେ କିଛି ସମୟ ପରେ ମୁଖତାରଙ୍କ […] The post ଆସିଲା ମୁଖତାର ଅନସାରୀଙ୍କ ପୋଷ୍ଟ ମର୍ଟମ ରିପୋର୍ଟ, ଏହି କାରଣ ପାଇଁ ହୋଇଛି ମୃତ୍ୟୁ appeared first on Dharitri Odia News.
ବାନ୍ଦା,୨୯।୩: ମାଫିଆ ମୁଖତାର୍ ଅନସାରୀଙ୍କ ଶବ ବ୍ୟବଚ୍ଛେଦ ପରେ ହୃଦ୍ଘାତ ହେତୁ ତାଙ୍କର ମୃତ୍ୟୁ ହୋଇଥିବା ନିଶ୍ଚିତ କରାଯାଇଛି। ପୋଷ୍ଟମର୍ଟମ ଘରୁ ବାହାରକୁ ଆସିଥିବା ଡାକ୍ତରମାନେ କହିଛନ୍ତି ଯେ ଜଣେ ପିଜିଆଇ ଲକ୍ଷ୍ନୌ , ୩ବାନ୍ଦା ଜିଲା ଡାକ୍ତରଖାନା ଏବଂ ଏକ ମେଡିକାଲ କଲେଜର ଡାକ୍ତରଙ୍କ ସମେତ ପାଞ୍ଚ ଜଣିଆ ଟିମ ଏହି ପୋଷ୍ଟମର୍ଟମରେ ସମ୍ପୃକ୍ତ ଅଛନ୍ତି।
ପୋଷ୍ଟ ମର୍ଟମ ରିପୋର୍ଟରେ ହୃଦ୍ଘାତ ହେତୁ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି। ଏବେ କିଛି ସମୟ ପରେ ମୁଖତାରଙ୍କ ମୃତଦେହକୁ ଗାଡିରେ ରଖାଯିବ। ରାଣୀ ଦୁର୍ଗାବତୀ ମେଡିକାଲ କଲେଜ ପରିସରରେ ଥିବା ପୋଷ୍ଟମର୍ଟମ ଘର ବାହାରେ ଯାନବାହନ ଚଳାଚଳ ବନ୍ଦ କରାଯାଇଛି।
The post ଆସିଲା ମୁଖତାର ଅନସାରୀଙ୍କ ପୋଷ୍ଟ ମର୍ଟମ ରିପୋର୍ଟ, ଏହି କାରଣ ପାଇଁ ହୋଇଛି ମୃତ୍ୟୁ appeared first on Dharitri Odia News.