ଆସୁଛନ୍ତି ପ୍ରଭୁ ଶ୍ରୀରାମ, ଚାରିଆଡ଼େ ଉତ୍କଣ୍ଠା..ଦେଖନ୍ତୁ କିଛି ଫଟୋ..
ଆସୁଛନ୍ତି ପ୍ରଭୁ ଶ୍ରୀରାମ। ପ୍ରାୟ ୫ ଶହ ବର୍ଷ ପରେ ନିଜ ଆସ୍ଥାନରେ ବିରାଜିବେ ରାମଲାଲା। ସୋମବାର ହେବ ପ୍ରାଣ ପ୍ରତିଷ୍ଠା। ମଝିରେ ରହିଲା ଆଉ ମାତ୍ର ଗୋଟିଏ ଦିନ।