Grammy Awards ୨୦୨୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ହୋଇଛନ୍ତି ନୋମିନେଟେଡ୍‌, ଜାଣନ୍ତୁ କେବେ, କେଉଁଠି ଦେଖିବେ…

ବମ୍ବେ: ଆଜି ଅନୁଷ୍ଠିତ ହେବାକୁ ଯାଉଛି ଗ୍ରାମି ଆଓ୍ବାର୍ଡସ୍‌ ୨୦୨୪। ଯେଉଁଭଳି ଅଭିନୟ ଏବଂ ଫିଲ୍ମଜଗତ ଲାଗି ଓସ୍କାରକୁ ସବୁଠୁ ବଡ଼ ପୁରସ୍କାର, ସେହିଭଳି ଗ୍ରାମିକୁ ସଙ୍ଗୀତଜଗତର ସବୁଠାରୁ ବଡ଼ ପୁରସ୍କାର ବୋଲି କୁହାଯାଏ। ଚଳିତ ବର୍ଷ ଏହାର ଆୟୋଜନ ଲସ୍‌ ଆଞ୍ଜେଲସ୍‌ରେ ହେଉଛି। ପୁରସ୍କାର ଉତ୍ସବର ସିଧା ପ୍ରସାରଣ ସିବିଏସ୍‌ ଏବଂ ପୈରାମାଉଣ୍ଟ ପ୍ଲସ୍‌ରେ ଦେଖିପାରିବେ। ରାତି ୮ଟାରେ ଶୋ’ ଆରମ୍ଭ ହେବ। ଭାରତରେ ଏହାର ଲାଇଭ୍‌ ଟେଲିକାଷ୍ଟ ସୋମବାର ସକାଳ ୭ଟାରେ ହେବ। ଚଳିତ […] The post Grammy Awards ୨୦୨୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ହୋଇଛନ୍ତି ନୋମିନେଟେଡ୍‌, ଜାଣନ୍ତୁ କେବେ, କେଉଁଠି ଦେଖିବେ… appeared first on Dharitri Odia News.

Grammy Awards ୨୦୨୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ହୋଇଛନ୍ତି ନୋମିନେଟେଡ୍‌, ଜାଣନ୍ତୁ କେବେ, କେଉଁଠି ଦେଖିବେ…

ବମ୍ବେ: ଆଜି ଅନୁଷ୍ଠିତ ହେବାକୁ ଯାଉଛି ଗ୍ରାମି ଆଓ୍ବାର୍ଡସ୍‌ ୨୦୨୪। ଯେଉଁଭଳି ଅଭିନୟ ଏବଂ ଫିଲ୍ମଜଗତ ଲାଗି ଓସ୍କାରକୁ ସବୁଠୁ ବଡ଼ ପୁରସ୍କାର, ସେହିଭଳି ଗ୍ରାମିକୁ ସଙ୍ଗୀତଜଗତର ସବୁଠାରୁ ବଡ଼ ପୁରସ୍କାର ବୋଲି କୁହାଯାଏ। ଚଳିତ ବର୍ଷ ଏହାର ଆୟୋଜନ ଲସ୍‌ ଆଞ୍ଜେଲସ୍‌ରେ ହେଉଛି।

ପୁରସ୍କାର ଉତ୍ସବର ସିଧା ପ୍ରସାରଣ ସିବିଏସ୍‌ ଏବଂ ପୈରାମାଉଣ୍ଟ ପ୍ଲସ୍‌ରେ ଦେଖିପାରିବେ। ରାତି ୮ଟାରେ ଶୋ’ ଆରମ୍ଭ ହେବ। ଭାରତରେ ଏହାର ଲାଇଭ୍‌ ଟେଲିକାଷ୍ଟ ସୋମବାର ସକାଳ ୭ଟାରେ ହେବ। ଚଳିତ ବର୍ଷ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଏଥିଲାଗି ନୋମିନେଟ୍‌ ହୋଇଛନ୍ତି। ତାଙ୍କୁ ‘ଆବୁଡାନ୍ସ ଇନ୍‌ ମିଲେଟ୍ସ“ ଗୀତର ଲିରିକ୍ସ ଲେଖିଥିବା ଯୋଗୁ ନୋମିନେଟ୍‌ କରାଯାଇଛି। ଏହାର ଗୀତ ଫାଲ୍ଗୁନି ଶାହା ଏବଂ ଗୌରବ ଶାହା ଦେଇଛନ୍ତି।

The post Grammy Awards ୨୦୨୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ହୋଇଛନ୍ତି ନୋମିନେଟେଡ୍‌, ଜାଣନ୍ତୁ କେବେ, କେଉଁଠି ଦେଖିବେ… appeared first on Dharitri Odia News.