ବାୟୁସେନା ଯୁଦ୍ଧ ବିମାନ ଦୁର୍ଘଟଣାଗ୍ରସ୍ତ
ନାଶିକ,୪।୬: ଭାରତୀୟ ବାୟୁସେନାର ଏକ ସୁଖୋଇ ଯୁଦ୍ଧ ବିମାନ ମଙ୍ଗଳବାର ଦୁର୍ଘଟଣାଗ୍ରସ୍ତ ହୋଇଛି। ମହାରାଷ୍ଟ୍ରର ନାଶିକରେ ଏହି ଦୁର୍ଘଟଣା ଘଟିଛି। ନାଶିକ ରେଞ୍ଜ ସ୍ପେଶାଲ ଇନ୍ସପେକ୍ଟର ଜେନେରାଲ ଡି ଆର କରାଲେ କହିଛନ୍ତି, ସୁଖୋଇ ସୁ -୨୦ ଏମକେ ବିମାନର ପାଇଲଟ ତଥା ସହ-ପାଇଲଟଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି। ବିମାନଟି ଶିରସଗାଓଁ ଗାଁ ନିକଟ ଏକ କ୍ଷେତରେ ଖସିପଡିଥିଲା। ରୁଷିଆର ସୁଖୋଇ ସୁ-୩୦ ଏମ୍କେଆଇ ଭାରତୀୟ ବାୟୁସେନାରେ ସବୁଠାରୁ ଶକ୍ତିଶାଳୀ ବିମାନ ବୋଲି ବିବେଚନା କରାଯାଏ। […] The post ବାୟୁସେନା ଯୁଦ୍ଧ ବିମାନ ଦୁର୍ଘଟଣାଗ୍ରସ୍ତ appeared first on Dharitri Odia News.
ନାଶିକ,୪।୬: ଭାରତୀୟ ବାୟୁସେନାର ଏକ ସୁଖୋଇ ଯୁଦ୍ଧ ବିମାନ ମଙ୍ଗଳବାର ଦୁର୍ଘଟଣାଗ୍ରସ୍ତ ହୋଇଛି। ମହାରାଷ୍ଟ୍ରର ନାଶିକରେ ଏହି ଦୁର୍ଘଟଣା ଘଟିଛି। ନାଶିକ ରେଞ୍ଜ ସ୍ପେଶାଲ ଇନ୍ସପେକ୍ଟର ଜେନେରାଲ ଡି ଆର କରାଲେ କହିଛନ୍ତି, ସୁଖୋଇ ସୁ -୨୦ ଏମକେ ବିମାନର ପାଇଲଟ ତଥା ସହ-ପାଇଲଟଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି। ବିମାନଟି ଶିରସଗାଓଁ ଗାଁ ନିକଟ ଏକ କ୍ଷେତରେ ଖସିପଡିଥିଲା।
ରୁଷିଆର ସୁଖୋଇ ସୁ-୩୦ ଏମ୍କେଆଇ ଭାରତୀୟ ବାୟୁସେନାରେ ସବୁଠାରୁ ଶକ୍ତିଶାଳୀ ବିମାନ ବୋଲି ବିବେଚନା କରାଯାଏ। ଭାରତୀୟ ବାୟୁସେନାରେ ୨୭୨ ସକ୍ରିୟ ସୁ-୩୦ ଏମ୍କେଆଇ ଅଛି।
The post ବାୟୁସେନା ଯୁଦ୍ଧ ବିମାନ ଦୁର୍ଘଟଣାଗ୍ରସ୍ତ appeared first on Dharitri Odia News.