ଆସୁଛି 'ସ୍ତ୍ରୀ ୨'; ପୋଷ୍ଟର୍ ବଢାଇଲା ଉତ୍ସାହ

ରାଜକୁମାର ରାଓ ଆଜିକାଲି ତାଙ୍କର ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର 'ସ୍ତ୍ରୀ ୨' କୁ ନେଇ ବହୁତ ବ୍ୟସ୍ତ ଅଛନ୍ତି। ରାଜକୁମାର ରାଓ ଏବଂ ଶ୍ରଦ୍ଧା କପୁରଙ୍କ ଚଳଚ୍ଚିତ୍ର 'ସ୍ତ୍ରୀ ୨'ର ନୂଆ ପୋଷ୍ଟର ରିଲିଜ ହେବା ମାତ୍ରେ ଭାଇରାଲ୍‌ ହେବାରେ ଲାଗିଛି। ଏବେ ଦର୍ଶକମାନେ ଫିଲ୍ମର ଟ୍ରେଲରକୁ ଅପେକ୍ଷା କରିଛନ୍ତି।