ଆହୁରି ସୁନ୍ଦର ଦିଶିବ ଭୁବନେଶ୍ବର

କ୍ୟାପିଟାଲ ରିଡେଭଲପମେଣ୍ଟ ପ୍ରୋଜେକ୍ଟରେ ଭୁବନେଶ୍ବର ଅଶୋକ ନଗରରୁ ସଫା ହେବ ୪୧୦ ସରକାରୀ ବାସ ଭବନ । ତିଆରି ହେବ ଅତ୍ୟାଧୁନିକ ଅତିଥି ଭବନ ସହ ଭର୍ଟିକାଲ ମଲ୍ଟିପର୍ପୋସ ବିଲଡିଂ ।

ଆହୁରି ସୁନ୍ଦର ଦିଶିବ ଭୁବନେଶ୍ବର
Array