ଆଡ଼ପ ପହଣ୍ଡି ଅଘଟଣ, ନବୀନ ପଟ୍ଟନାୟକଙ୍କ ଚିଠିର ଉତ୍ତର ରଖିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ଭୁବନେଶ୍ୱର : ଆଡ଼ପ ପହଣ୍ଡି ବେଳେ ଅଘଟଣ ନେଇ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ଚିଠିର ଉତ୍ତର ରଖିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ବଡ଼ ଠାକୁରଙ୍କ ପହଣ୍ଡି ବେଳେ ଅଘଟଣରେ ସାରା ଜଗତ ଦୁଃଖିତ । ଏଥିରେ ଆପଣ ବି ମର୍ମାହତ ହେବା ସ୍ବାଭାବିକ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ନିଜେ ମଧ୍ୟ ଏଥିରେ ଗଭୀର ଭାବେ ମର୍ମାହତ ବୋଲି ଜଣାଇଛନ୍ତି । ଅଘଟଣ ସଂପର୍କରେ ଜାଣିବା ପରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଓ […] The post ଆଡ଼ପ ପହଣ୍ଡି ଅଘଟଣ, ନବୀନ ପଟ୍ଟନାୟକଙ୍କ ଚିଠିର ଉତ୍ତର ରଖିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ appeared first on KNews Odisha.

ଆଡ଼ପ ପହଣ୍ଡି ଅଘଟଣ, ନବୀନ ପଟ୍ଟନାୟକଙ୍କ ଚିଠିର ଉତ୍ତର ରଖିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
naveen

ଭୁବନେଶ୍ୱର : ଆଡ଼ପ ପହଣ୍ଡି ବେଳେ ଅଘଟଣ ନେଇ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ଚିଠିର ଉତ୍ତର ରଖିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ବଡ଼ ଠାକୁରଙ୍କ ପହଣ୍ଡି ବେଳେ ଅଘଟଣରେ ସାରା ଜଗତ ଦୁଃଖିତ । ଏଥିରେ ଆପଣ ବି ମର୍ମାହତ ହେବା ସ୍ବାଭାବିକ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ନିଜେ ମଧ୍ୟ ଏଥିରେ ଗଭୀର ଭାବେ ମର୍ମାହତ ବୋଲି ଜଣାଇଛନ୍ତି । ଅଘଟଣ ସଂପର୍କରେ ଜାଣିବା ପରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଓ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନଙ୍କୁ ପୁରୀ ଯିବାକୁ ନିର୍ଦ୍ଦେଶ ଦେଇଥିଲେ । ଭବିଷ୍ୟତରେ ଏହାର ପୁନରାବୃତ୍ତି ନଘଟିବାକୁ ସେ ସମସ୍ତଙ୍କୁ ପରାମର୍ଶ ଦେଇଛନ୍ତି ।

The post ଆଡ଼ପ ପହଣ୍ଡି ଅଘଟଣ, ନବୀନ ପଟ୍ଟନାୟକଙ୍କ ଚିଠିର ଉତ୍ତର ରଖିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ appeared first on KNews Odisha.