୧୦ କେଜି ଅଫିମ ଡିଲ ବେଳେ ଦୁଇ ଜଣଙ୍କୁ ଗିରଫ କଲା ଏସଟିଏଫ୍‌

ଭୁବନେଶ୍ୱର : ଏସଟିଏଫ୍‌ (STF) କୁ ବଡ଼ ସଫଳତା । ଅଫିମ ଡିଲ ବେଳେ ଦୁଇ ଜଣଙ୍କୁ ଗିରଫ କଲା ଏସଟିଏଫ୍‌। ଦୁଇ ଆନ୍ତଃରାଜ୍ୟ ଅଫିମ ବେପାରିଙ୍କୁ ରାଉରକେଲା ପୋଲିସ ସାହାଯ୍ୟରେ ଗିରଫ କଲା ଏସଟିଏଫ୍‌। ରାଜସ୍ଥାନରୁ ଏହି ଅଫିମ ଆଣି ରାଉରକେଲାରେ ବିକ୍ରି ପାଇଁ ଡିଲ ହୋଇଥିଲା। ୧୦ କେଜି ୫୦୮ ଗ୍ରାମ ଅଫିମ ଜବତ କରିଛି ଏସଟିଏଫ୍‌। ଦୁଇ ଅଫିମ ବେପାରି ହେଉଛନ୍ତି ଵୀଟୁ ସିଂ ମୁଣ୍ଡା ଓ ରୋହିତ ମୁଣ୍ଡା। ଏହି ଦୁଇ […] The post ୧୦ କେଜି ଅଫିମ ଡିଲ ବେଳେ ଦୁଇ ଜଣଙ୍କୁ ଗିରଫ କଲା ଏସଟିଏଫ୍‌ appeared first on KNews Odisha.

୧୦ କେଜି ଅଫିମ ଡିଲ ବେଳେ ଦୁଇ ଜଣଙ୍କୁ ଗିରଫ କଲା ଏସଟିଏଫ୍‌
opium

ଭୁବନେଶ୍ୱର : ଏସଟିଏଫ୍‌ (STF) କୁ ବଡ଼ ସଫଳତା । ଅଫିମ ଡିଲ ବେଳେ ଦୁଇ ଜଣଙ୍କୁ ଗିରଫ କଲା ଏସଟିଏଫ୍‌। ଦୁଇ ଆନ୍ତଃରାଜ୍ୟ ଅଫିମ ବେପାରିଙ୍କୁ ରାଉରକେଲା ପୋଲିସ ସାହାଯ୍ୟରେ ଗିରଫ କଲା ଏସଟିଏଫ୍‌। ରାଜସ୍ଥାନରୁ ଏହି ଅଫିମ ଆଣି ରାଉରକେଲାରେ ବିକ୍ରି ପାଇଁ ଡିଲ ହୋଇଥିଲା। ୧୦ କେଜି ୫୦୮ ଗ୍ରାମ ଅଫିମ ଜବତ କରିଛି ଏସଟିଏଫ୍‌। ଦୁଇ ଅଫିମ ବେପାରି ହେଉଛନ୍ତି ଵୀଟୁ ସିଂ ମୁଣ୍ଡା ଓ ରୋହିତ ମୁଣ୍ଡା। ଏହି ଦୁଇ ବେପାରୀ ଝାରଖଣ୍ଡ ଖୁଣ୍ଟି ଅଞ୍ଚଳର। ରାଉରକେଲା ପୋଲିସ ସହାୟତାରେ ପାନପୋଷ ନିକଟରେ ଡିଲ ବେଳେ ମାଡି ବସିଲା STF।

The post ୧୦ କେଜି ଅଫିମ ଡିଲ ବେଳେ ଦୁଇ ଜଣଙ୍କୁ ଗିରଫ କଲା ଏସଟିଏଫ୍‌ appeared first on KNews Odisha.