ଲକ୍ଷ୍ମୀ ବସ୍ ଦୁର୍ଘଟଣାଗ୍ରସ୍ତ, ଡ଼୍ରାଇଭର ମେଡିକାଲରେ ଭର୍ତ୍ତି
ବାଲେଶ୍ବର : ବାଲେଶ୍ଵର ଫକୀର ମୋହନ ଗୋଲେଇ ନିକଟରେ ଏକ ଲକ୍ଷ୍ମୀ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି । ବସ୍ ଟି ବସଷ୍ଟାଣ୍ଡ ଆଡ଼କୁ ଯାଉଥିବା ବେଳେ ଭାରସାମ୍ୟ ହରାଇ ବ୍ରିଜ ତଳକୁ ଗଳି ଯାଇଥିବା ସୂଚନା ରହିଛି । ତେବେ ବସ୍ ରେ କିଏ ଯାତ୍ରୀ ନଥିବା ଜଣାପଡିଛି । ବସ୍ ଟି ଓଭରଭ ବ୍ରିଜରୁ ଖସି ଏକ ଜୋତା ଦୋକାନ ଉପରେ ପଡ଼ିଛି । ତେବେ ବର୍ତ୍ତମାନ ସ୍ଥାନୀୟ ଅଞ୍ଚଳ ଲୋକାରଣ୍ୟ ହୋଇପଡ଼ିଥିବା ବେଳେ ଘଟଣା […] The post ଲକ୍ଷ୍ମୀ ବସ୍ ଦୁର୍ଘଟଣାଗ୍ରସ୍ତ, ଡ଼୍ରାଇଭର ମେଡିକାଲରେ ଭର୍ତ୍ତି appeared first on KNews Odisha.

ବାଲେଶ୍ବର : ବାଲେଶ୍ଵର ଫକୀର ମୋହନ ଗୋଲେଇ ନିକଟରେ ଏକ ଲକ୍ଷ୍ମୀ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି । ବସ୍ ଟି ବସଷ୍ଟାଣ୍ଡ ଆଡ଼କୁ ଯାଉଥିବା ବେଳେ ଭାରସାମ୍ୟ ହରାଇ ବ୍ରିଜ ତଳକୁ ଗଳି ଯାଇଥିବା ସୂଚନା ରହିଛି । ତେବେ ବସ୍ ରେ କିଏ ଯାତ୍ରୀ ନଥିବା ଜଣାପଡିଛି । ବସ୍ ଟି ଓଭରଭ ବ୍ରିଜରୁ ଖସି ଏକ ଜୋତା ଦୋକାନ ଉପରେ ପଡ଼ିଛି । ତେବେ ବର୍ତ୍ତମାନ ସ୍ଥାନୀୟ ଅଞ୍ଚଳ ଲୋକାରଣ୍ୟ ହୋଇପଡ଼ିଥିବା ବେଳେ ଘଟଣା ସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଡ଼୍ରାଇଭରକୁ ମେଡିକାଲରେ ଭର୍ତ୍ତି କରାଯାଇଛି । ସହଦେବ ଖୁଣ୍ଟା ପୋଲିସ ଓ ଆର୍ ଟି ଓ ପହଞ୍ଚି ସ୍ଥିତିକୁ ଅନୁଧ୍ୟାନ କରିଛନ୍ତି ।
The post ଲକ୍ଷ୍ମୀ ବସ୍ ଦୁର୍ଘଟଣାଗ୍ରସ୍ତ, ଡ଼୍ରାଇଭର ମେଡିକାଲରେ ଭର୍ତ୍ତି appeared first on KNews Odisha.