ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗ, ଆରଡବ୍ଲୁଏସଏସ ଆସିଷ୍ଟାଣ୍ଡଙ୍କୁ ତିନି ବର୍ଷ ଜେଲ ଦଣ୍ଡ

ବ୍ରହ୍ମପୁର:  ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଗଜପତି ଜିଲ୍ଲା ପୂର୍ବତନ ଆରଡବ୍ଲୁଏସଏସ ଆସିଷ୍ଟାଣ୍ଡ ଇଞ୍ଜିନିୟର ନାରାୟଣ ପଣ୍ଡା ଦୋଷୀ ସାବ୍ୟସ୍ତ। ବ୍ରହ୍ମପୁର ସ୍ୱତନ୍ତ୍ର ଭିଜିଲାନ୍ସ ଜଜ ପକ୍ଷରୁ ରାୟ ପ୍ରକାଶ। ତିନି ବର୍ଷ ଜେଲ ଦଣ୍ଡାଦେଶ ୨୦ ହଜାର ଟଙ୍କା ଜରିମାନା। ଜରିମାନା ଦେବାରେ ବିଫଳ ହେଲେ ଅଧିକ ୩ ମାସ ଜେଲ ଦଣ୍ଡାଦେଶ। ରାୟ ପ୍ରକାଶ ପରେ ସମ୍ପୃକ୍ତ ଯନ୍ତ୍ରୀଙ୍କ ପେନସନ ବନ୍ଦ ପାଇଁ ଭିଜିଲାନ୍ସ ବିଭାଗ ପକ୍ଷରୁ ବିଭାଗୀୟ ଉଚ୍ଚ କତୃପକ୍ଷଙ୍କୁ ସୁପାରିଶ କରିଥିବା ସୂଚନା।

ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗ, ଆରଡବ୍ଲୁଏସଏସ ଆସିଷ୍ଟାଣ୍ଡଙ୍କୁ ତିନି ବର୍ଷ ଜେଲ ଦଣ୍ଡ

ବ୍ରହ୍ମପୁର:  ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଗଜପତି ଜିଲ୍ଲା ପୂର୍ବତନ ଆରଡବ୍ଲୁଏସଏସ ଆସିଷ୍ଟାଣ୍ଡ ଇଞ୍ଜିନିୟର ନାରାୟଣ ପଣ୍ଡା ଦୋଷୀ ସାବ୍ୟସ୍ତ। ବ୍ରହ୍ମପୁର ସ୍ୱତନ୍ତ୍ର ଭିଜିଲାନ୍ସ ଜଜ ପକ୍ଷରୁ ରାୟ ପ୍ରକାଶ। 

ତିନି ବର୍ଷ ଜେଲ ଦଣ୍ଡାଦେଶ ୨୦ ହଜାର ଟଙ୍କା ଜରିମାନା। ଜରିମାନା ଦେବାରେ ବିଫଳ ହେଲେ ଅଧିକ ୩ ମାସ ଜେଲ ଦଣ୍ଡାଦେଶ। ରାୟ ପ୍ରକାଶ ପରେ ସମ୍ପୃକ୍ତ ଯନ୍ତ୍ରୀଙ୍କ ପେନସନ ବନ୍ଦ ପାଇଁ ଭିଜିଲାନ୍ସ ବିଭାଗ ପକ୍ଷରୁ ବିଭାଗୀୟ ଉଚ୍ଚ କତୃପକ୍ଷଙ୍କୁ ସୁପାରିଶ କରିଥିବା ସୂଚନା।