ଆୟରଲ୍ୟାଣ୍ଡର ନୂତନ ପ୍ରଧାନମନ୍ତ୍ରୀ ହେଲେ ସାଇମନ୍ ହାରିସ୍, କନିଷ୍ଠ ପ୍ରଧାନମନ୍ତ୍ରୀ ଭାବେ ନେବେ ଶପଥ
ଡବଲିନ୍: ଆୟରଲ୍ୟାଣ୍ଡର ଶାସକ ଫାଇନ୍ ଗେଲ ଦଳ(Fine Gael Party) ଦେଶର ନୂତନ ପ୍ରଧାନମନ୍ତ୍ରୀ ଭାବେ ସାଇମନ୍ ହାରିସଙ୍କୁ ଚୟନ କରିଛି । ମଙ୍ଗଳବାର ଆୟରଲ୍ୟାଣ୍ଡ ସଂସଦରେ ସାଇମନ୍ ହାରିସଙ୍କ ସମର୍ଥନରେ ମୋଟ୍ ୮୮ ଭୋଟ ମିଳିଥିଲା । ତାଙ୍କୁ ମିଳିତ ସହଯୋଗୀ ଦଳ ଫିଏନା ଫେଲ୍ ଏବଂ ଗ୍ରୀନ୍ ପାର୍ଟି ସହ ଅନେକ ସ୍ୱାଧୀନ ସାଂସଦଙ୍କ ସମର୍ଥନ ମିଳିଥିଲା । ବର୍ତ୍ତମାନ ୩୭ ବର୍ଷୀୟ ହାରିସ ଦେଶର ସବୁଠାରୁ କନିଷ୍ଠ ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ […]

ଡବଲିନ୍: ଆୟରଲ୍ୟାଣ୍ଡର ଶାସକ ଫାଇନ୍ ଗେଲ ଦଳ(Fine Gael Party) ଦେଶର ନୂତନ ପ୍ରଧାନମନ୍ତ୍ରୀ ଭାବେ ସାଇମନ୍ ହାରିସଙ୍କୁ ଚୟନ କରିଛି । ମଙ୍ଗଳବାର ଆୟରଲ୍ୟାଣ୍ଡ ସଂସଦରେ ସାଇମନ୍ ହାରିସଙ୍କ ସମର୍ଥନରେ ମୋଟ୍ ୮୮ ଭୋଟ ମିଳିଥିଲା । ତାଙ୍କୁ ମିଳିତ ସହଯୋଗୀ ଦଳ ଫିଏନା ଫେଲ୍ ଏବଂ ଗ୍ରୀନ୍ ପାର୍ଟି ସହ ଅନେକ ସ୍ୱାଧୀନ ସାଂସଦଙ୍କ ସମର୍ଥନ ମିଳିଥିଲା । ବର୍ତ୍ତମାନ ୩୭ ବର୍ଷୀୟ ହାରିସ ଦେଶର ସବୁଠାରୁ କନିଷ୍ଠ ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ । ତାଙ୍କ ପୂର୍ବରୁ ଭାରତୀୟ ବଂଶୋଦ୍ଭବ ଲିଓ ଭରାଡକର(Leo Varadkar) ଆୟରଲ୍ୟାଣ୍ଡର ସର୍ବ କନିଷ୍ଠ ପ୍ରଧାନମନ୍ତ୍ରୀ ଥିଲେ । ଗତ ମାସରେ ସେ ତାଙ୍କ ପଦରୁ ଇସ୍ତଫା ଦେଇଥିଲେ ।
I am deeply honoured to become Taoiseach of this great country today.
I will be a Taoiseach for All, a Taoiseach that will work every day to realise the hopes, dreams and aspirations of all our people.
To read my full speech: https://t.co/iZs3RDlQ0M https://t.co/4kmgxJR6kj
— Simon Harris TD (@SimonHarrisTD) April 9, 2024