ଇଂଲଣ୍ଡ ବିପକ୍ଷ ଟେଷ୍ଟ ମ୍ୟାଚରେ ଆକାଶ ଦୀପଙ୍କୁ ମିଳିଲା ଡେବ୍ୟୁ ସୁଯୋଗ, କ୍ୟାପ୍ ଦେଲେ କୋଚ
ରାଞ୍ଚି, ୨୩।୨: ରାଞ୍ଚିରେ ଇଂଲଣ୍ଡ ବିପକ୍ଷରେ ଖେଳାଯିବାକୁ ଥିବା ଟେଷ୍ଟ ମାଧ୍ୟମରେ ଆକାଶ ଦୀପ ଭାରତ ପାଇଁ ଟେଷ୍ଟ ଡେବ୍ୟୁ କରିବାର ସୁଯୋଗ ପାଇଛନ୍ତି। ଭାରତୀୟ ମୁଖ୍ୟ କୋଚ୍ ରାହୁଲ ଦ୍ରାବିଡ ଆକାଶ ଦୀପଙ୍କୁ ଡେବ୍ୟୁ ଟେଷ୍ଟ କ୍ୟାପ୍ ଦେଇଛନ୍ତି। ଜସପ୍ରୀତ ବୁମ୍ରାଙ୍କ ଅନୁପସ୍ଥିତିରେ ଦ୍ରୁତ ବୋଲର ଆକାଶ ଦୀପଙ୍କୁ ଭାରତୀୟ ଟେଷ୍ଟ ଦଳରେ ସାମିଲ କରାଯାଇଛି। ରାଞ୍ଚିରେ ଖେଳାଯିବାକୁ ଥିବା ଚତୁର୍ଥ ଟେଷ୍ଟରୁ ବୁମ୍ରାଙ୍କୁ ବିଶ୍ରାମ ଦିଆଯାଇଛି। ଏହାପୂର୍ବରୁ ରାଜକୋଟରେ ଖେଳାଯାଇଥିବା ତୃତୀୟ ଟେଷ୍ଟରେ ସରଫରାଜ […] The post ଇଂଲଣ୍ଡ ବିପକ୍ଷ ଟେଷ୍ଟ ମ୍ୟାଚରେ ଆକାଶ ଦୀପଙ୍କୁ ମିଳିଲା ଡେବ୍ୟୁ ସୁଯୋଗ, କ୍ୟାପ୍ ଦେଲେ କୋଚ appeared first on Dharitri Odia News.
ରାଞ୍ଚି, ୨୩।୨: ରାଞ୍ଚିରେ ଇଂଲଣ୍ଡ ବିପକ୍ଷରେ ଖେଳାଯିବାକୁ ଥିବା ଟେଷ୍ଟ ମାଧ୍ୟମରେ ଆକାଶ ଦୀପ ଭାରତ ପାଇଁ ଟେଷ୍ଟ ଡେବ୍ୟୁ କରିବାର ସୁଯୋଗ ପାଇଛନ୍ତି। ଭାରତୀୟ ମୁଖ୍ୟ କୋଚ୍ ରାହୁଲ ଦ୍ରାବିଡ ଆକାଶ ଦୀପଙ୍କୁ ଡେବ୍ୟୁ ଟେଷ୍ଟ କ୍ୟାପ୍ ଦେଇଛନ୍ତି। ଜସପ୍ରୀତ ବୁମ୍ରାଙ୍କ ଅନୁପସ୍ଥିତିରେ ଦ୍ରୁତ ବୋଲର ଆକାଶ ଦୀପଙ୍କୁ ଭାରତୀୟ ଟେଷ୍ଟ ଦଳରେ ସାମିଲ କରାଯାଇଛି। ରାଞ୍ଚିରେ ଖେଳାଯିବାକୁ ଥିବା ଚତୁର୍ଥ ଟେଷ୍ଟରୁ ବୁମ୍ରାଙ୍କୁ ବିଶ୍ରାମ ଦିଆଯାଇଛି।
ଏହାପୂର୍ବରୁ ରାଜକୋଟରେ ଖେଳାଯାଇଥିବା ତୃତୀୟ ଟେଷ୍ଟରେ ସରଫରାଜ ଖାନ ଏବଂ ଧ୍ରୁବ ଜୁରେଲ ଭାରତ ପାଇଁ ଡେବ୍ୟୁ କରିଥିଲେ। ବର୍ତ୍ତମାନ ରାଞ୍ଚି ଟେଷ୍ଟରେ ଆକାଶ ଦୀପଙ୍କ ଭାଗ୍ୟ ଖୋଲିଛି ।
The post ଇଂଲଣ୍ଡ ବିପକ୍ଷ ଟେଷ୍ଟ ମ୍ୟାଚରେ ଆକାଶ ଦୀପଙ୍କୁ ମିଳିଲା ଡେବ୍ୟୁ ସୁଯୋଗ, କ୍ୟାପ୍ ଦେଲେ କୋଚ appeared first on Dharitri Odia News.