ଇଟାରେ ଛେଚି ଜଣଙ୍କୁ ହତ୍ୟା, ପୋଲିସ ଖୋଜୁଛି କାରଣ
ନୟାଗଡ ୦୮।୦୮ : ନୟାଗଡ଼ ଜିଲ୍ଲା ଶରଣକୁଳ ବିରଜା ମନ୍ଦିର ନିକଟରେ ହତ୍ୟାକାଣ୍ଡ । ଜଣେ ମାନସିକ ବିକୃତ ବ୍ୟକ୍ତିଙ୍କୁ ଇଟାରେ ଛେଚି ହତ୍ୟା କରାଯାଇଛି । ମୃତକ ହେଲେ ହରିହରପୁର ଗାଁର ରାଜୁ ବରାଡ଼ ବୋଲି ଜଣାପଡିଛି ।ସେପଟେ ହତ୍ୟାକାଣ୍ଡ ପଛର ପ୍ରକୃତ କାରଣ ଜଣାପଡିନଥିବା ବୋଲି ପୋଲିସ ତଦନ୍ତ ଆରମ୍ଭ କରିଛି । କିଏ ହତ୍ୟା କରିଲା ? ଆଉ କାହିଁକି ହତ୍ୟା କରିଲା । ତାହା ପୁରା ତଦନ୍ତ ପରେ ହିଁ ଜଣାପଡିବ । ଏପିରିକି ଆବଶ୍ୟକ ପଡିଲେ ସାଇଣ୍ଟିଫିକ୍ ଟିମ୍ ସହଯୋଗ ବି ନେଇପାରେ ପୋଲିସ ବୋଲି ସୂଚନା ମିଳିଛି ।
ନୟାଗଡ ୦୮।୦୮ : ନୟାଗଡ଼ ଜିଲ୍ଲା ଶରଣକୁଳ ବିରଜା ମନ୍ଦିର ନିକଟରେ ହତ୍ୟାକାଣ୍ଡ । ଜଣେ ମାନସିକ ବିକୃତ ବ୍ୟକ୍ତିଙ୍କୁ ଇଟାରେ ଛେଚି ହତ୍ୟା କରାଯାଇଛି । ମୃତକ ହେଲେ ହରିହରପୁର ଗାଁର ରାଜୁ ବରାଡ଼ ବୋଲି ଜଣାପଡିଛି ।
ସେପଟେ ହତ୍ୟାକାଣ୍ଡ ପଛର ପ୍ରକୃତ କାରଣ ଜଣାପଡିନଥିବା ବୋଲି ପୋଲିସ ତଦନ୍ତ ଆରମ୍ଭ କରିଛି । କିଏ ହତ୍ୟା କରିଲା ? ଆଉ କାହିଁକି ହତ୍ୟା କରିଲା । ତାହା ପୁରା ତଦନ୍ତ ପରେ ହିଁ ଜଣାପଡିବ । ଏପିରିକି ଆବଶ୍ୟକ ପଡିଲେ ସାଇଣ୍ଟିଫିକ୍ ଟିମ୍ ସହଯୋଗ ବି ନେଇପାରେ ପୋଲିସ ବୋଲି ସୂଚନା ମିଳିଛି ।