ଇଡି ବାନ୍ଧି ଦେବ ନା କଣ ?

ପୂର୍ବତନ ମନ୍ତ୍ରୀ ତଥା ଭଣ୍ଡାରିପୋଖରୀ ବିଧାୟକ ପ୍ରଫୁଲ୍ଲ ସାମଲ ଓ ତାଙ୍କ ପୁଅ ପ୍ରୟାସକାନ୍ତିଙ୍କ ପାଇଁ ଦିନକୁ ଦିନ ଅଡ଼ୁଆ ବଢ଼ିବାରେ ଲାଗିଛି।

ଇଡି ବାନ୍ଧି ଦେବ ନା କଣ ?

ପୂର୍ବତନ ମନ୍ତ୍ରୀ ତଥା ଭଣ୍ଡାରିପୋଖରୀ ବିଧାୟକ ପ୍ରଫୁଲ୍ଲ ସାମଲ ଓ ତାଙ୍କ ପୁଅ ପ୍ରୟାସକାନ୍ତିଙ୍କ ପାଇଁ ଦିନକୁ ଦିନ ଅଡ଼ୁଆ ବଢ଼ିବାରେ ଲାଗିଛି। ତିନି ଦିନ ତଳେ ପ୍ରଫୁଲ୍ଲଙ୍କ ଘର ସମେତ ୧୦ଟି ସ୍ଥାନରେ ଇଡି ରେଡ୍ କରିଥିବା ବେଳେ ଏବେ ପ୍ରଫୁଲ୍ଲ ସାମଲ ଓ ତାଙ୍କ ପୁଅକୁ ଇଡି ସମନ କରିଛି। ଦେଖନ୍ତୁ ପୂରା ରିପୋର୍ଟ।