ଇଣ୍ଟରନେଟ୍ରେ ଲୋକଙ୍କୁ ପାଗଳ କଲେ ଭୋଜପୁରୀ ଅଭିନେତ୍ରୀ ମୋନାଲିସା
ଭୋଜପୁରୀ ଜଣାଶୁଣା ଅଭିନେତ୍ରୀ ମୋନାଲିସା ଇନ୍ଷ୍ଟାଗ୍ରାମ୍ରେ ତାଙ୍କର ଲାଟେଷ୍ଟ୍ ଲୁକ୍ର ଫଟୋ ପୋଷ୍ଟ କରି ନିଜ ପ୍ରଶଂସକଙ୍କୁ ସବୁବେଳେ ପାଗଳ କରି ରଖନ୍ତି। ତା’ର ଚମତ୍କାର ଷ୍ଟାଇଲ୍ ସୋସିଆଲ୍ ମିଡିଆରେ ଭାଇରାଲ୍ ହୁଏ ଆଉ ହଇଚଇ ସୃଷ୍ଟି କରେ। ବର୍ତ୍ତମାନ ଅଭିନେତ୍ରୀ ଇଣ୍ଟରନେଟରେ ନିଜର ଲାଟେଷ୍ଟ୍ ଫଟୋ ଶେୟାର କରି ଇଣ୍ଟରନେଟ୍ ପାରା ବଢେଇ ଦେଇଛନ୍ତି। ଏହି ଫଟୋଗୁଡ଼ିକରେ ତାଙ୍କ ବୋଲ୍ଡ ଅବତାର ଦେଖିବା ପରେ ଲୋକମାନେ ହୋଶ୍ ଉଡେଇଛନ୍ତି।