ଇଣ୍ଡିଆନ ପୋଲିସ ଫୋର୍ସ ଟ୍ରେଲର ରିଲିଜ
ମୁମ୍ବାଇ: ଦୀର୍ଘଦିନ ଧରି ପ୍ରଶଂସକମାନେ ସିଦ୍ଧାର୍ଥ ମାଲହୋତ୍ରାଙ୍କ ପ୍ରଥମ ସିରିଜ ‘ଇଣ୍ଡିଆନ ପୋଲିସ ଫୋର୍ସ’ର ଟ୍ରେଲରକୁ ଅପେକ୍ଷା କରିଥିଲେ। ଇତିମଧ୍ୟରେ ଏହାର ଟ୍ରେଲର ରିଲିଜ ହୋଇଛି। ସିଦ୍ଧାର୍ଥ ମାଲହୋତ୍ରା ରୋହିତ ଶେଟ୍ଟୀଙ୍କ ଡେବ୍ୟୁ ସିରିଜରେ ଜଣେ ପୋଲିସ ଅଫିସର ଭୂମିକାରେ ନଜର ଆସିବେ। ଶିଳ୍ପା ଶେଟ୍ଟୀ ଏବଂ ସିଦ୍ଧାର୍ଥ ମାଲହୋତ୍ରାଙ୍କ ମଧ୍ୟରେ ଥିବା ଯୁଗଳବନ୍ଦୀ ଦେଖିବା ପରେ ଆପଣଙ୍କ ନଜର ହଟିବନି। ସିଦ୍ଧାର୍ଥ-ଶିଳ୍ପା ଏବଂ ବିବେକ ଓବରାୟଙ୍କ ଦମ୍ଦାର ଅଭିନୟ ଏହି ସିରିଜରେ ଦେଖିବାକୁ ମିଳିବ। The post ଇଣ୍ଡିଆନ ପୋଲିସ ଫୋର୍ସ ଟ୍ରେଲର ରିଲିଜ appeared first on Dharitri Odia News.
ମୁମ୍ବାଇ: ଦୀର୍ଘଦିନ ଧରି ପ୍ରଶଂସକମାନେ ସିଦ୍ଧାର୍ଥ ମାଲହୋତ୍ରାଙ୍କ ପ୍ରଥମ ସିରିଜ ‘ଇଣ୍ଡିଆନ ପୋଲିସ ଫୋର୍ସ’ର ଟ୍ରେଲରକୁ ଅପେକ୍ଷା କରିଥିଲେ। ଇତିମଧ୍ୟରେ ଏହାର ଟ୍ରେଲର ରିଲିଜ ହୋଇଛି। ସିଦ୍ଧାର୍ଥ ମାଲହୋତ୍ରା ରୋହିତ ଶେଟ୍ଟୀଙ୍କ ଡେବ୍ୟୁ ସିରିଜରେ ଜଣେ ପୋଲିସ ଅଫିସର ଭୂମିକାରେ ନଜର ଆସିବେ।
ଶିଳ୍ପା ଶେଟ୍ଟୀ ଏବଂ ସିଦ୍ଧାର୍ଥ ମାଲହୋତ୍ରାଙ୍କ ମଧ୍ୟରେ ଥିବା ଯୁଗଳବନ୍ଦୀ ଦେଖିବା ପରେ ଆପଣଙ୍କ ନଜର ହଟିବନି। ସିଦ୍ଧାର୍ଥ-ଶିଳ୍ପା ଏବଂ ବିବେକ ଓବରାୟଙ୍କ ଦମ୍ଦାର ଅଭିନୟ ଏହି ସିରିଜରେ ଦେଖିବାକୁ ମିଳିବ।
The post ଇଣ୍ଡିଆନ ପୋଲିସ ଫୋର୍ସ ଟ୍ରେଲର ରିଲିଜ appeared first on Dharitri Odia News.