ଇତିହାସ ରଚିଲେ ଭାରତର ଡି ଗୁକେଶ । ବିଶ୍ୱର ସବୁଠୁ ସାନ ଖେଳାଳୀ ଭାବେ ହେଲେ ବିଶ୍ୱ ଚେସ୍ ଚାମ୍ପିୟନ

କନକ ବ୍ୟୁରୋ : ଇତିହାସ ଚରିଲେ ଭାରତର ଡି ଗୁକେଶ। ବିଶ୍ବର ସବୁଠୁ ସାନ ଖେଳାଳୀ ଭାବେ ହେଲେ ବିଶ୍ବ ଚେସ୍ ଚାମ୍ପିୟନ । ୧୪ତମ ବିଶ୍ବ ଚାମ୍ପିୟନସିପରେ ଗତଥର ଚାମ୍ପିୟନ ସିଙ୍ଗାପୁର ଡିଙ୍ଗ ଲିରେନଙ୍କୁ ହରାଇଲେ ୧୮ବର୍ଷିୟ ଖେଳାଳୀ । ବିଶ୍ବନାଥନଙ୍କ ପରେ ଦ୍ବିତୀୟ ଭାରତୀୟ ଭାବେ ସଫଳତାର ହେଲେ ଅଧିକାରୀ।  ଗୁକେଶ ଋଷର ଲିଜେଣ୍ଡ ଗେରି କାସପାରୋଭଙ୍କ ରେକର୍ଡ ଭାଙ୍ଗି ସବୁଠୁ ସାନ ଖେଳାଳି ଭାବେ ଏହି ସଫଳତା ପାଇଁଛନ୍ତି। ୧୯୮୫ ମସିହାରେ ଏହି ରେକର୍ଡକୁ ଭାଙ୍ଗି ଦେଇଛନ୍ତି ଗୁକେଶ। ଗୁକେଶ ୭.୫ -୬.୫ରେ ଡିଙ୍ଗ ଲିରେନଙ୍କୁ ହରାଇଛନ୍ତି।