ଇତିହାସରେ ତୃତୀୟ ଥର ହେବାକୁ ଯାଉଛି ଲୋକସଭା ବାଚସ୍ପତି ନିର୍ବାଚନ

ଏନଡିଏ ଓ ଇଣ୍ଡି ମେଣ୍ଟ ଭିତରେ ଆରମ୍ଭ ହୋଇଛି ବଳ କଷାକଷି। ସ୍ଥିତି ଏଭଳି ହୋଇଛି ଯେ, ଦେଶ ସ୍ୱାଧୀନ ହେବା ପରେ ତୃତୀୟଥର ପାଇଁ ବାଚସ୍ପତି ପଦ ପାଇଁ ନିର୍ବାଚନ ହେବାକୁ ଯାଉଛି।