ଇଦ୍ରେ ଚଳଚଞ୍ଚଳ ସବୁ ମସଜିଦ୍; ପରସ୍ପରଙ୍କୁ ଆଲିଙ୍ଗନ କରି ଜଣାଇଲେ ଶୁଭେଚ୍ଛା
ଇଦ୍-ଉଲ୍-ଫିତର ପର୍ବ, ଯାହା ମିଠା ଇଦ୍ ଏବଂ ଇଦ-ଅଲ୍-ଫିତର ନାମରେ ମଧ୍ୟ ଜଣାଶୁଣା, ଇସ୍ଲାମ୍ର ପବିତ୍ର ଉପବାସର ରମଜାନ ମାସର ସମାପ୍ତିର ପ୍ରତୀକ। ଆଜି ରାଜ୍ୟର ବିଭିନ୍ନ ସ୍ଥାନରେ ଇଦ୍ ପାଳିତ ହେଉଛି। ଏଥିଲାଗି ସମୂହ ନମାଜ ପାଠ ଓ ଇଦ୍ ମିଲନ ଅନୁଷ୍ଠିତ ହେଉଛି।